Browsing Tag

balangir news

୭୫ତମ ସାଧାରଣତନ୍ତ୍ର ଦିବସରେ କଳିକେଶ ନାରାୟଣ ସିଂହଦେଓଙ୍କ ସେବା ମନୋବୃତ୍ତି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ସ୍ୱତନ୍ତ୍ର ଚିନ୍ତନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କଲେ ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ । ସାଧାରଣତନ୍ତ୍ର ଦିବସରେ ସେବା ମନୋବୃତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ସମାଜର
Read More...

ବିଚାର ବିଭାଗୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଚାର ବିଭାଗରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କର ଏକ ସମାବେଶ ରଣ୍ଡା ସ୍ଥିତ ଫାର୍ମ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମବେଶରେ ୪୦ ଜଣରୁ ଅଧିକ ଅବସରପ୍ରାପ୍ତ ବିଚାର ବିଭାଗ କର୍ମଚାରୀ ଯୋଗ ଦେଇଥିଲେ ଏବଂ ସଂଘ ଗଠନ କରା୍‌ାଇଥିଲା । ସଂଘର
Read More...

ଗାନ୍ଧିପାଠାଗାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିକ୍ରାପଡା ସ୍ଥିତ ଗାନ୍ଧୀପାଠାଗାରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପ୍ରାତଃ ରାମଧୁନ ସହ ଜାତୀୟ ପତାକା ଉତ୍ତୋଳନ ପାଠାଗାରର ପୂର୍ବତନ ସଭାପତି ବିକ୍ରମାନନ୍ଦ ବହିଦାର କରିଥିଲେ ଏବଂ ପାଠାଗାର ସଭାପତି ପ୍ରକାଶ ନେପାକ, ସଂପାଦକ
Read More...

ଭାଲେର ଧନୁଯାତ୍ରା କଂସ ଦରବାରରେ ନରସିଂହ

ପଶ୍ଚିମାଂଚଳ ପ୍ରତି ଅବହେଳା କଂସର ରାଜ୍ୟ ହୋଇପାରେ ଦୁଇଫାଳ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାଲେର ଧନୁଯାତ୍ରା କଂସ ଦରବାରରେ ଯୋଗ ଦେଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ଯେ, ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ଦେଖାଯାଉଛି ରାଜକୋଷ ସିଂହ ଭାଗ
Read More...

ସାମ୍ବାଦିକ ଭବନରେ ପତାକା ଉତ୍ତୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲା ସାମ୍ବାଦିକ ଭବନଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସଂଘର ସାଧାରଣ
Read More...

ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ପ୍ରଶାସନ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚକୁ ପ୍ରଶାସନ ଏକାଦଶ ୭ଟି ୱିକେଟ ବିନିମୟରେ ବିଜୟ ଲାଭ କରିଛି ।
Read More...

ଦୟାନନ୍ଦ ପ୍ଲେ ସ୍କୁଲଠାରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ୍‌ ଲାଇନ୍‌ଠାରେ ଥିବା ଦୟାନନ୍ଦ ପ୍ଲେ ସ୍କୁଲଠାରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଅବସର ପ୍ରାପ୍ତ ସ୍କୁଲ ଇନସ୍‌ପେକ୍ଟର୍‌ ଗୋପଭୁଷଣ ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲା ଜଙ୍ଗଲ ଫୋରମ୍‌ର
Read More...

ବଲାଙ୍ଗିର ପୌର ପରିଷଦ ପକ୍ଷରୁ ୱାର୍ଡ଼ ୨୧ ଓ ୧୮ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ୱାର୍ଡ ୧୯ ରାଜୀବନଗରଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପରେ ୨୧ ନମ୍ୱର ୱାର୍ଡ ଅନ୍ତର୍ଗତ ସହରୀ ଯୋଜନା ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦାନ କରି
Read More...

ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ପଡିଆରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଜିଲ୍ଲା ମୁଖ୍ୟାଳୟରେ ଥିବା ମନୋହରପୁର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେଇଯାଇଛି । ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ ଓ ପ୍ରାଣୀ ସମ୍ପଦ ବିକାଶ ଓଡିଶା ସରକାର ରଣେନ୍ଦ୍ର ପ୍ରତାପ ସ୍ଵାଇଁ
Read More...

ମାଧିଆପାଲି ଗ୍ରୀଡ୍‌ ପରିସରରେ ୭୫ତମ ଗଣତନ୍ତ୍ର ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଆର୍‌ଇସି ସେକ୍ସନ ମାଧିଆପାଲି ଗ୍ରୀଡ୍‌ ପରିସରରେ ୭୫ତମ ଗଣତନ୍ତ୍ର ଦିବସ ବଡ ଧୂମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏସ୍‌ଡିଓ ସୁନୀଲ କୁମାର ସ୍ୱାଇଁ ପତାକା ଉତ୍ତୋଳନ କରିଥିବା ବେଳେ ସେକ୍ସନ ଅଫିସର ରିଆଜୁଲ ହକ ଗଣତନ୍ତ୍ର ଦିବସର ମହତ୍ୱ
Read More...