Browsing Tag

balangir news

ଜିଲ୍ଲାସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ – ୨୦୨୪ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ,୨୦୨୪ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଗୌରମ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ
Read More...

ସଦର ମହକୁମାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ମହକୁମାରେ ପାଳିତ ହୋଇଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୱାକାଥନ୍ ସହିତ ପଥୋତ୍ସବ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡ.
Read More...

ବଲାଙ୍ଗିର ଦିନ ଉଧେ ତହଁକ କୁଟୁମର କୋସଲି କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସଂସ୍କୃତି ମଣ୍ଡପ ଠାରେ ବଲାଙ୍ଗିର ଦିନ ଉଦେଶ୍ୟରେ ତହଁକ କୁଟୁମ ତରଫରୁ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ସମାଜସେବୀ ଅଶୋକ କୁମାର ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସାମ୍ବାଦିକ ମୁକେଶ
Read More...

ବଲାଙ୍ଗିର ଭୀମଭୋଇ ହସ୍ପିଟାଲରେ ରକ୍ତ ଭଣ୍ଡାର ଦ୍ୱାରା ସମ୍ମାନିତ ହେଲା ମାଁ ମାହେଶ୍ୱରୀ ସେନା

ବଲାଙ୍ଗିର, (ଦେବାଶିଷ ମିଷ୍ର) : ବଲାଙ୍ଗିର ଜିଲ୍ଲା ଭୀମଭୋଇ ହସ୍ପିଟାଲ ଏମ୍‌ସିଏଚ୍‌ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ରକ୍ତଦାତା ସମ୍ମିଳନୀରେ ସମ୍ମାନିତ ହେଲା ମାଁ ମାହେଶ୍ୱରୀ ସେନା । ପଶ୍ଚିମ ଓଡିଶା ସହିତ ବଲାଙ୍ଗିର ଜିଲ୍ଲାରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଂଚଳରେ
Read More...

ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଉଷୁ ପାଇଁ ବଲାଙ୍ଗିରରୁ ୧୬ ଜଣ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆର୍‌ଏନ୍‌ ସିଂଦେଓ ସ୍ପୋର୍ଟସ୍‌ ବଲାଙ୍ଗିର ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ବଲାଙ୍ଗିର ଉଷୁ ସଂଘ ମିଳିତ ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଇଥିଲା । ଏଥିରେ
Read More...

ଛାତ୍ରୀ ସୁରକ୍ଷା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ନାରୀ ନିର୍ଯ୍ୟାତନା ଶୋଷଣ ଦିନକୁ ଦିନ ବଢି ଚାଳିଛି । ମହିଳାଙ୍କୁ ଆତ୍ମରକ୍ଷା, ସୁରକ୍ଷା ନିହାତି ଆବଶ୍ୟକ । ଏହାର କିଛି ପ୍ରତିକାର ସ୍ୱରୁପ ସ୍କୁଲ କଲେଜ ଛାତ୍ରୀମାନଙ୍କୁ ସଚେତନ କରିବା ଏବଂ ଆତ୍ମ ସୁରକ୍ଷା ପାଇଁ ତାଲିମ କାର୍ଯ୍ୟକ୍ରମ କରିବା
Read More...

ଶିକ୍ଷା ସମସ୍ୟାର ସମାଧାନ ଦାବିରେ ଏଆଇଡିଏସ୍‌ଓର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ବନ୍ଦ ହୋଇଥିବା ସ୍କୁଲ ତୁରନ୍ତ ଖୋଲିବା, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସମେତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ପଦବୀ ପୁରଣ କରିବା, ଫି ବୃଦ୍ଧି ବନ୍ଦ, ପ୍ରତ୍ୟେକ୍ଷ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ
Read More...

ଖୁବ୍‌ ଶୀଘ୍ର ଖୁଲାସା ହେବ ବଲାଙ୍ଗିରର ବହୁ ଚର୍ଚିତ ଡବଲ୍‌ ମର୍ଡର୍‌ ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୁବ୍‌ ଶୀଘ୍ର ଖୁଲାସା ହେବ ବହୁ ଚର୍ଚିତ ଡବଲ୍‌ ମର୍ଡର୍‌ ଘଟଣା । ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଥିବା ବଲାଙ୍ଗିର ପୋଲିସକୁ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳତା ମିଳିଥିବା ଆଲୋଚନା ହେଉଛି । ଗୋଟିଏ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି, ଏହି ହତ୍ୟାକାଣ୍ଡ
Read More...

ବଲାଙ୍ଗିରରେ ଦୀପାବଳି ପାଇଁ ଓରମାସ ଷ୍ଟଲ୍ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମିଶନ ଶକ୍ତି ଷ୍ଟଲ୍‌ ଠାରେ ଦୀପାବଳୀ ଉପଲକ୍ଷେ ଓରମାସ ତରଫରୁ ଏକ ଷ୍ଟଲ୍ ଖୋଲାଯାଇଛି । ଏହି ଷ୍ଟଲ୍‌କୁ ଉଦ୍‌ଟନ କରିଥିଲେ ଓରମାସ ଯୁଗ୍ମ ସିଇଓ କମଲେନ୍ଦୁ ପଲ । ଏହି ଷ୍ଟଲ୍‌ରେ ଭଳିକି ଭଳି ରଙ୍ଗବେରଙ୍ଗର ଦୀପ ମିଳୁଛି । ଏହା ସହିତ ଦୀପାବଳିରେ
Read More...

ବଲାଙ୍ଗିର ଦିନ୍‌ ପାଇଁ ବିଭିନ୍ନ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଇଁ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ନାରୀଶକ୍ତି ପାଉଣ୍ଡେସନ ତରଫରୁ ଆମର୍‌ ପିଠାମଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବଚାରକ ଭାବେ ପ୍ରଶାନ୍ତ ବାରିକ, ଅଭିଦାନ ପତି, ସୋନମ ଅଗ୍ରୱାଲ, ପଦ୍ମିନୀ ମହାପାତ୍ର, ଶୋଭନା
Read More...