Browsing Tag

balangir news

ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତି ଅନାବରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗାନ୍ଧିନଗରପଡା ସ୍ଥିତ ଶ୍ରୀ ଟିକେଶ୍ୱର ଗୁରୁଙ୍କ ବାସଭବନ ସମ୍ମୁଖରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଏହି ଅବସରରେ ବଲିଉଡ଼ର ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଧେଶକ ପୁନୀତ ଇସର ମୁଖ୍ୟ ଅତିଥି
Read More...

ବଲାଙ୍ଗିର ଦିନ୍‌ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (ଦେବାଶିଷ ମିଷ୍ର) : ବଲାଙ୍ଗିର ଦିନ୍‌ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ୧ ବଲାଙ୍ଗିର ଦିନ୍‌କୁ ବ୍ୟାପକ କରିବା ପାଇଁ ଏହି ଅନ୍ତିମ
Read More...

ସାରସ୍ୱତ ସାଧକ ସ୍ୱର୍ଗତ ଗୁରୁ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ସପ୍ତମ ପୁଣ୍ୟତିଥି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ବାଟିକା ପରିସରରେ ଏ ଅଂଚଳରର ବିଶିଷ୍ଟ ସଂଗୀତ ସାଧକ ସାହିତ୍ୟିକ ତଥା ଶିକ୍ଷାବିତ୍‌ ଗୁରୁ ସ୍ୱର୍ଗତ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ସପ୍ତମ ପୁଣ୍ୟତିଥି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ୟୁଥ୍‌ ରେଡ୍‌କ୍ରସ୍‌ ସାହାଜବାହାଲ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲରେ ରେଡ୍‌ ରିବନ କ୍ଲବ, ୟୁଥ୍‌ ରେଡ୍‌କ୍ରସ୍‌ ତରଫରୁ ବଲାଙ୍ଗିର ଦିନ୍‌ ଉଧେଁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିଚାଳନା କମିଟିର ସଭାପତି ରାମଶରଣ ହୋତା ଶିବିରକୁ
Read More...

ବଲାଙ୍ଗିର ଦିନ୍ ଆଲୋଚନାଚକ୍ର ‘ମୋର ବଲାଙ୍ଗିର’

ଶିକ୍ଷା ବିକାଶ ହିଁ ମୋର ବଲାଙ୍ଗିରକୁ ବିକଶିତ କରିବ- ନରସିଂହରାଜତନ୍ତ୍ରରେ ମୌଳିକ ଅଧିକାର ବୋଲି କିଛି ନଥିଲା - ଐତିହାସିକ ଶିବ ନନ୍ଦସଂସ୍କୃତି ଓ ସାମାଜିକ ସ୍ତରରେ ଇତିହାସ ସମୃଦ୍ଧ କିନ୍ତୁ ବଲାଙ୍ଗିରରେ ବୀରତ୍ୱର ଇତିହାସ ନାହିଁ - ମନୋରଂଜନରତ୍ନ ଗର୍ଭା ପର୍ବତମାଳା ଉପରେ ଦାନବ ମାନଙ୍କ
Read More...

ବଲାଙ୍ଗିର ସୋନପୁର ଜାତୀୟ ରାଜପଥରେ ମଦ ବୋଝେଇ ପିକ୍‌ଅପ୍‌ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୋନପୁର ଜାତୀୟ ରାଜପଥ ମଲମୁଣ୍ଡା ନିକଟରେ ମଦ ବୋଝେଇ ପିକ୍‌ଅପ୍‌ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌ ବୋଲି ଏକ ବଡ଼ ଖବର ମିଳିଛି । ଆଜି ବିଳମ୍ବିତ ରାତ୍ରୀରେ ଏକ ଟ୍ରକ୍‌ (ଓଡ଼ି୧୬ଇ ୯୧୯୨) ଏକ ପିକ୍‌ଅପ୍‌ (ଓଡ଼ି୨୪୫୮୭୬)ଗାଡ଼ିକୁ ଧକ୍କା ଦେଇଥିଲା ।
Read More...

ବଲାଙ୍ଗିର ପୋଲିସର ବଡ଼ ଖୁଲାସା : ଥାନା ତଣ୍ଡାମୁଣ୍ଡା ଘାଟି ଜଂଗଲ୍‌ ଭିତରେ ଘଟିଥିବା ଡବଲ୍‌ ମର୍ଡର୍‌ ଘଟଣାରେ ୮ ଜଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ବଡ଼ ଖୁଲାସା । ପୁଇଁତଲା ଥାନା ତଣ୍ଡାମୁଣ୍ଡା ଘାଟି ଜଂଗଲ୍‌ ଭିତରେ ଘଟିଥିବା ଡବଲ୍‌ ମର୍ଡର୍‌ ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ପୋଲିସ । ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋଦ୍‌ ଆଇଜି
Read More...

ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର : ଶାସ୍ତ୍ରୀ ନଗରରେ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଇତିହାସରେ ଏକ ଐତିହାସିକ ଦିନ, ଦେଶର ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ନୂଆଁ ଯୋଜନା ମାନଙ୍କ ଘୋଷଣା କରିଛନ୍ତି । ଏହା ମଧ୍ୟରେ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡର ପ୍ରାରମ୍ଭ, ୭୦ ବର୍ଷର ବୟୋଜ୍ୟେଷ୍ଠଙ୍କ ପାଇଁ ମାଗଣା ଚିକିତ୍ସାରେ ୫
Read More...

ବଲାଙ୍ଗିର ଦିନ୍‌ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଟାଉନ ବାଳିକା ବିଦ୍ୟାଳୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କସ୍ତୁରୀ ରଥ ଓ କପିଳେଶ୍ୱର ଖମାରୀ ବିଚାରକ ଥିବା ବେଳେ ଗୋପାଳଜୀ ପାଣିଗ୍ରାହୀ, ବିଧୂଭୂଷଣ
Read More...

ଜିଲ୍ଲାସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ – ୨୦୨୪ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ,୨୦୨୪ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଗୌରମ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ
Read More...