ଅଲଣ୍ଡା ପଞ୍ଚାୟତର ୨୦ତମ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତରେ ୨୦ତମ ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ପାଇଁ ଶୁକ୍ରବାର ଦିନ ଅଧିବାସ ପାଳନ କରାଯାଇଛି । ଏଥିପାଇଁ ବୁଞ୍ଜିପଦର ଗାଁରୁ କଳସ ଯାତ୍ରା କରାଯାଇଥିଲା । ପ୍ରଥମେ ବୁଞ୍ଜିପଦର ଗାଁର ମା' ଭଉଣୀ ଓ ଅଲଣ୍ଡା!-->…
Read More...
Read More...