pakka

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

bbehera

ଭୁବନ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ରଗଡିପଡା ଗ୍ରାମ ନିକଟରେ ଥିବା ଶାଳ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡି । ଯୁବକ ଜଣଙ୍କ ଭୁବନ ଥାନା ଅନ୍ତର୍ଗତ ଅଁଳାଝରୀ ଗ୍ରାମର ଦଣ୍ଡୁଆ ପାତ୍ର ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ, ଅଁଳାଝରୀ ଗ୍ରାମର ଦଣ୍ଡୁଆ ପାତ୍ର ଏକ ମାସ ହେଲା ଓଡିଶ ପଞ୍ଚାୟତର ରଗଡିପଡା ସ୍ଥିତ ପିଉସା ଘରକୁ ଆସିଥିଲେ । ଆଜି ସକାଳେ ରଗଡିପଡା ଗ୍ରାମ ନିକଟ ଝରଣା ଶାଳ ଜଙ୍ଗଲରେ ଏକ ଗଛରୁ ଦଣ୍ଡୁଆଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଯୁବକଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଭୁବନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି ।

jay balangir
Leave A Reply

Your email address will not be published.

twenty + five =

error: Content is protected !!