pakka

କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟୁଇଟ୍‌ : କହିଲେ, ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତା ପାଇଁ ପୁଲୱାମା ଘଟଣା ଘଟାଇଛନ୍ତି

bbehera

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଏକ ବିବାଦୀୟ ଟୁଇଟ୍ କରିଛନ୍ତି । କ୍ଷମତାର କ୍ଷୁଧା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ପୁଲୱାମା ଘଟଣା ଘଟାଇଛନ୍ତି ବୋଲି ଉଦିତ ରାଜ ଟ୍ୱିଟ୍ କରିଛନ୍ତି । ଏହା ଉପରେ ବିଜେପି ମଧ୍ୟ ଉଦିତ ରାଜଙ୍କୁ ଜବାବ ଦେଇଛି ।

Leave A Reply

Your email address will not be published.

six − 3 =