pakka

ଆବାସ ଯୋଜନା ଘର ମରାମତି ପାଇଁ ସହାୟତା ପ୍ରଦାନ ଆରମ୍ଭ : ୬୭୫୩ ପରିବାରକୁ ୨କୋଟି ୨ଲକ୍ଷ ୫୯ହଜାର ଟଙ୍କା ଦେଲେ ରାଜ୍ୟ ସରକାର

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବାସ ଯୋଜନାରେ ପକ୍କାଘର ପାଇଥିବା ୬୭୫୩ ପରିବାରକୁ ଗତକାଲି ୩ହଜାର ଟଙ୍କା ଲେଖାଏଁ ଘର ମରାମତି ବାବଦରେ ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି । ଦେଓଗାଁ ବ୍ଲକରେ ଗତ ୫ ବର୍ଷରେ ୭୪୨୫ଟି ପକ୍କାଘର ବଣ୍ଟନ ପାଇଁ ଲକ୍ଷ୍ୟଧାର୍ୟ୍ୟ କରାଯାଇଥିବା ମଧ୍ୟରୁ ୭୦୯୮ଟି ଘର ନିର୍ମାଣ ଶେଷ ହୋଇଛି । ଶେଷ ହୋଇଥିବା ଘର ମଧ୍ୟରୁ ପ୍ରଥମ ପର୍ୟ୍ୟାୟରେ ୬୭୫୩ ପରିବାରକୁ ଘର ମରାମତି ପାଇଁ ୩ ହଜାର ଟଙ୍କା ହିସାବରେ ମୋଟ ୨ କୋଟି ୨ ଲକ୍ଷ ୫୯ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

17 − 10 =