ଜରାସିଂହା ପାଟଖଣ୍ଡା ଯାତ୍ରା ଉଦଯାପିତ : ମା’ଙ୍କୁ ବିଦାୟ ଦେଲେ ହଜାର ହଜାର ଶ୍ରଦ୍ଧାଳୁ
ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଅପରାହ୍ନ ୫ଟା ସମୟରେ ଦେଓଗାଁ ବ୍ଲକ ଜରାସିଂହାର ବହୁ ଚର୍ଚ୍ଚିତ ପାଟଖଣ୍ଡା ଯାତ୍ରା ଉଦଯାପିତ ହୋଇଯାଇଛି । ହଜାର ହଜାର ଶ୍ରଦ୍ଦାଳୁଙ୍କ ଜନ ସମାଗମରେ ମା' ପାଟଖଣ୍ଡା ଶେଷ ଦର୍ଶନ ଦେଇ ପାରଂପରିକ ରୀତିନୀତି ଅନୁସାରରେ ବନ ଗମନ କରିଛନ୍ତି । ଶେଷ!-->…
Read More...
Read More...