କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା

ବୌଦ୍ଧ : କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଥିବା ନେଇ ଜଣାପଡ଼ିଛି । ବୌଦ୍ଧ ଜିଲା କଣ୍ଟାମାଳକୁ ସବ୍‌ଡିଭିଜନ, ଏନ୍‌ଏସି ମାନ୍ୟତା ସହ ଏକ ସବ୍‌ଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି୧୨ ଘଣ୍ଟିଆ
Read More...

ନିଯୁକ୍ତି ଠକେଇ ଅଭିଯୋଗରେ ଏସ୍‌ଏସ୍‌ବି କନେଷ୍ଟବଳ ଗିରଫ

ଭୁବନେଶ୍ୱର : ନିଯୁକ୍ତି ଠକେଇ ଅଭିଯୋଗରେ ଏସ୍‌ଏସ୍‌ବି କନେଷ୍ଟବଳକୁ ଗିରଫ କରିଛି ଟ୍ୱିନ ସିଟି କମିଶନରେଟ ପୋଲିସ ବୋଲି ଏକ ବଡ଼ ସୂଚନା ରହିଛି । ନିଯୁକ୍ତି ଠକେଇ ମାମଲାରେ ସଶସ୍ତ୍ର ସୀମା ବଳ କନେଷ୍ଟବଳ ପତିତପାବନ ପତି (୪୦) ଓ ତାଙ୍କର ଦୁଇ ସହଯୋଗୀ ପବିତ୍ର ମୋହନ ବେହେରା ଓ ଅମିୟ କୁମାର
Read More...

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ : ଝାରସୁଗୁଡ଼ାରେ ହେବ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ

ଝାରସୁଗୁଡ଼ା : ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ଝାରସୁଗୁଡ଼ାରେ ହେବ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ । ଝାରସୁଗୁଡ଼ାର ମାଳୀମୁଣ୍ଡାସ୍ଥିତ କ୍ରିକେଟ୍ ଷ୍ଟାଡିୟମକୁ ଆନ୍ତର୍ଜାତିକ ସ୍ତରରେ ଉନ୍ନୀତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିବା ସହ ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୫୦ କୋଟି
Read More...

ଶାସ୍ତ୍ରୀ ନଗର ସିଏଚସି ହସ୍ପିଟାଲ ଠାରେ ମହିଳା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବଲାଙ୍ଗିର : ଆଜି ସ୍ଥାନୀୟ ଟିଟିଲାଗଡ଼ ରୋଡ଼ ରେଡ଼ିଓ ଷ୍ଟସନ ସାମ୍ନା ଶାସ୍ତ୍ରୀ ନଗର ସିଏଚସି ହସ୍ପିଟାଲ ଠାରେ ମହିଳା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରିବା ସହ ଉଦ୍‌ଘାଟନ କରିଥିଲେ ।
Read More...

ରକ୍ତଦାତାଙ୍କୁ ଉତ୍ସାହିତ କଲେ ସିଡିଏମ୍‌ଓ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବିଲେଇସର୍ଡା ଗ୍ରାମର ଯଶୋବନ୍ତୀ ଗଡତ୍ୟା ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ୪% ରକ୍ତ ଥିବାରୁ ତାଙ୍କୁ ଜରୁରୀ କାଳୀନ ସ୍ଥିତିରେ ରକ୍ତ ଦେବା ପାଇଁ ଡାକ୍ତର ପରାମର୍ଶ ଦେଲେ । କୌଣସି ମତେ ଖବର ପାଇ
Read More...

ବରଗଡ଼ ସାଂସଦଙ୍କ ରାଜପଥ ଦାବି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର

ବରଗଡ, (ନିରୋଜ କୁମାର ପାଣୀ) : ବଲାଙ୍ଗିର-ପାଟଣାଗଡ-ହରିଶଙ୍କର- ନୃସିଂହନାଥ -ପାଇକମାଳ- ନୂଆପଡ଼ାକୁ ଜାତୀୟ ରାଜପଥ ଅନ୍ତର୍ଭୁକ୍ତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ କରିଥିବା ଦାବି ଉପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡକରି ଉତ୍ତର ରଖିଛନ୍ତି । ଏ
Read More...

ପଦ୍ମପୁର ବନଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ର ଦୂର୍ଗାପୂଜା ୨୨ରୁ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବଡବନ୍ଧ ସ୍ଥିତ ବନଦୂର୍ଗା ମନ୍ଦିରରେ ସାର୍ବଜନୀକ ଶାରଦୀୟ ନବରାତ୍ର ଦୂର୍ଗାପୂଜା ୨୨ରୁ ଆରମ୍ଭ ହେବ ବୋଲି ପୂଜା କମିଟି ସଭାପତି ଡ଼ା ପ୍ରଭାତ ନାରାୟଣ ତ୍ରିପାଠୀ ଓ ସଂପାଦକ ଗୋପାଳ ଚନ୍ଦ୍ର ଭୋଇ ସୂଚନା ଦେଇଛନ୍ତି । ପ୍ରତି ବର୍ଷ
Read More...

ବଲାଙ୍ଗିର ବନ ବିଭାଗକୁ ବଡ଼ ସଫଳତା : ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକ ସହ ଦୁଇ ଅଭିଯୁକ୍ତକୁ ଧରିଲା

ବଲାଙ୍ଗିର : ବଲାଙ୍ଗିର ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପାଟ୍ରୋଲିଂ ସମୟରେ ବିଜାଖମନ ଗ୍ରାମ ନିକଟରେ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ
Read More...

ଭିଜିଲାନ୍ସ ଜାଲରେ ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁ

ରାୟଗଡ଼ା, ( ଅକ୍ଷୟ କୁମାର ପିଡ଼ିସିକା) : ଭିଜିଲାନ୍ସ ଜାଲରେ ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁ । ଓଡିଶା ଭିଜିଲାନ୍ସ ପଞ୍ଚାରେ କାଶୀପୁର ରେଞ୍ଜର ଅନ୍ତର୍ୟ୍ୟାମୀ ସାହୁ ଧରାପଡିଥିବା ସୂଚନା ମିଳିଛି । ଆଜି ରାୟଗଡା ବନ ବିଭାଗ, ଅନ୍ତର୍ଗତ କାଶୀପୁର ରେଞ୍ଜ ଅଧିକାରୀ ଅନ୍ତର୍ୟ୍ୟାମୀ ସାହୁଙ୍କ
Read More...

୫୧୪୯ ତମ ଅଗ୍ରସେନ୍ ଜୟନ୍ତୀକୁ ନେଇ ଅଗ୍ରୱାଲ ସମାଜର ସାମ୍ୱାଦିକ ସମ୍ମିଳନୀ

କେସିଙ୍ଗା, (ପ୍ରୀତେଶ ପଟେଲ) : ବେଶନ ଓ ଫେସନରୁ ମୁକ୍ତ ରହିବା ସହ ସାମାଜିକ କାର୍ୟ୍ୟକ୍ରମ କରିବାଥିଲା ମହାରାଜ ଅଗ୍ରସେନଙ୍କ ବାର୍ତ୍ତା ଓ ଏକ ଇଟ ଏକ ରୂପୟିଆର ମୂଳ ମନ୍ତ୍ର । ଏହି ସୁନ୍ଦର ଚିନ୍ତା ଧାରା ସହିତ ସବୁ କ୍ଷେତ୍ରରେ ସମାଜରେ ବସ ବାସ କରୁଥିବା ଲୋକଙ୍କ ହିତ ପାଇଁ କାମ କରିବାର ଦିଗ
Read More...