ତିନି ଦିନିଆ ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡର ତାଲିମ ଓ ଫୁଡ୍ ସେଫ୍ଟି ସାର୍ଟିଫିକେଟ କାର୍ଯ୍ୟକ୍ରମ ଉଦ୍ଯାପିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଏସ୍.ଜେ ରେସିଡେ଼ନ୍ସିରେ ଜାତୀୟ ଉଠା ଦୋକାନୀ ସଂଘ ଓ ଜିଲ୍ଲା ଉଠା ଦୋକାନୀ ସଂଘ ଆନୁକୂଲ୍ୟରେ ତିନି ଦିନିଆ ଷ୍ଟ୍ରିଟ ଫୁଡ୍ ଭେଣ୍ଡର ତାଲିମ ଶିବର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରକୁ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଉଦ୍ଘାଟନ!-->…
Read More...
Read More...