ଗରିମା ପରିବାରର ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁପାଲୀ ଆନନ୍ଦ ଧାମଠାରେ ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗରିମା ପରିବାର ତରଫରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଡ଼ାକ୍ତର ଗୋପାଳଚନ୍ଦ୍ର ରାୟ ଯୋଗଦେଇ ପ୍ରାୟ ୫୦ ଜଣଙ୍କର…
Read More...

ଶତାୟୁ ମହିଳାଙ୍କ ପରଲୋକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା ପଂଚାୟତ ଅନ୍ତର୍ଗତ ହଳଦୀ ଗ୍ରାମର ଧର୍ମପ୍ରାଣା ଶତାୟୁ ମହିଳା ପଦ୍ମାବତୀ ଠାକୁରଙ୍କ ପରଲୋକ ହୋଇଯାଇଛି । ସେ ବୟସାଧିକ୍ୟ ଯୋଗୁଁ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହେଉଥିଲା ।…
Read More...

ଯୁବ ସାହିତ୍ୟିକ ସମାବେଶ ‘ ପଲ୍ଲବନ ‘ ଅନୁଷ୍ଠିତ

ପୂର୍ବାଗ୍ରହ ରହିତ ବ୍ୟାପକ ପଠନ ଓ ସାମାଜିକ ସଂପୃକ୍ତି ଯୁବ ସାହିତ୍ୟିକଙ୍କ ଧ୍ୟେୟ ହେଉ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ସାମ୍ବାଦିକ ଭବନଠାରେ ସାରସ୍ୱତ ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ଯୁବ ସାହିତ୍ୟିକ ସମାବେଶ 'ପଲ୍ଲବନ ' କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ ଓ ସିଆରସିସି ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଏବଂ ସିଆରସିସି ସମ୍ମିଳନୀ ବିଇଓ ଅଦନ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୪୮ ଜଣ ପ୍ରଧାନ ଶିକ୍ଷକ ଏବଂ ସି ଆର ସି ସି…
Read More...

ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିଲେ ସ୍ଵାଭିମାନୀ ମୟୂରଭଞ୍ଜ ବାସୀ

ବିଶ୍ୱବିଦ୍ୟାଳୟ କର୍ତ୍ତ୍ତୃପକ୍ଷଙ୍କ ମେରୀ ମର୍ଜୀ ନୀତିକୁ ତିବ୍ର ବିରୋଧ ବାରିପଦା, (ଦେବସ୍ମିତ ଚୌଧୁରୀ) : ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ବନ୍ଦକୁ ନେଇ ମୟୂରଭଞ୍ଜ ବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତ୍ତୃପକ୍ଷଙ୍କ…
Read More...

ନ୍ୟାସନାଲ ଡ଼କ୍ଟରସ ଡେ ପାଳନ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପିଆରଏମ ମେଡିକାଲ କଲେଜ ପ୍ରାଙ୍ଗଣରେ ଜାତୀୟ ଡକ୍ଟର ଦିବସ ପାଳନ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ପିଆରଏମ କଲେଜ ପରିସରରେ ଆଇ ଏମଏ ମୟୂରଭଞ୍ଜ ଏବଂ ପିଆରଏମ ଛାତ୍ରସଂଘର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ…
Read More...

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ପ୍ରାକ୍ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଉରକେଲା ଶାଖାର ପ୍ରାକ୍ ପ୍ରସ୍ତୁତି ବୈଠକ ରାଷ୍ଟ୍ରୀୟ ପରିଚାଳନା ସମିତି ସଦସ୍ୟ ତଥା ରାଜ୍ୟ ସଂଯୋଜକ ଡାକ୍ତର ବିଶ୍ୱଜିତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୨୦,ଏ/୧ ପ୍ରତିଷ୍ଠାନର କାର୍ଯ୍ୟାଳୟଠାରେ…
Read More...

ଲାୟନ୍ସ କ୍ଲବ ରାଉରକେଲାର ଶପଥ ପାଠ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାୟନ୍ସ କ୍ଲବ ରାଉରକେଲା ତରଫରୁ ୬୬ତମ ଶପଥ ପାଠ ଉତ୍ସବ ଇଣ୍ଡୋ ଜର୍ମାନ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ୨୦୨୫-୨୬ ପାଇଁ ନୂତନ ସଭାପତି ଭାବେ ଲାୟନ ଦେବଦତ୍ତ ମିଶ୍ର, ସମ୍ପାଦକ ଭାବେ ଲାୟନ ସୁନିତା ଶ୍ରୀନିବାସନ ଓ କୋଷାଧ୍ୟକ୍ଷ ଲାୟନ ଜଗଜିତ୍ ସିଂ ନୂଆ…
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନର ତୃତୀୟ ସ୍ଥାପନା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନର ତୃତୀୟ ସ୍ଥାପନା ଦିବସ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୦୨୪-୨୫ ର ସଭାପତି ରୋଟାରିଆନ ଡାକ୍ତର ରାମଚନ୍ଦ୍ର ମେହେର ଓ ସମ୍ପାଦକ ରୋଟାରିଆନ ଦେବଦତ୍ତ ନାୟକ ୨୦୨୫-୨୬ ପାଇଁ ନୂତନ…
Read More...

ପଦ୍ମପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ…
Read More...