ଏମ୍‌ସ ଓଡିପି ବନ୍ଦ ରହିବ ଦୁଇଦିନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୧୪ ଏବଂ ୧୫ ତାରିଖ ଏମ୍‌ସ ଓପିଡି ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି । ମହାବୀର ଜୟନ୍ତୀ, ଗୁଡ୍‌ ଫ୍ରାଇଡେ ଯୋଗୁଁ ଓପିଡି ସେବା ବନ୍ଦ ରହିବ ବୋଲି ଗତକାଲି ଏମ୍‌ସ ପକ୍ଷରୁ କୁହାଯାଇଛି । ଏହି ସମୟରେ ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ ।

Leave A Reply

Your email address will not be published.