oom

ଶାନ୍ତିପଡ଼ା ନବଦୁର୍ଗା ମେଢ଼ ପୂଜା ସମ୍ପନ୍ନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶାନ୍ତିପଡ଼ା ନବଦୁର୍ଗା ମେଢ଼ ପୂଜା ସମ୍ପନ୍ନ ହୋଇଯାଇଛି । ଏହାପରେ ଦୁର୍ଗା ମୂର୍ତ୍ତି ତିଆରି ହେବ । ଏଥିରେ ପଣ୍ଡିତ ଶାନ୍ତ ମଣି ମିଶ୍ର, ସଞ୍ଜୟ ମିଶ୍ର ପୂଜା କରିବା ପାଇଁ ଆସିଥିବା ବେବେଳ ସଭାପତି ପାର୍ଥ କର୍ଣ୍ଣ, ସୁଶାନ୍ତ ଗଡୁଆ, ନାରାୟଣ ମହାକୁର, ସୁମନ୍ତ ମିଶ୍ର, ଦେବରାଜ ନାଗ, ସୁରେଶ କମ୍ପ, ରାଧାନାଥ ଦିଶ୍ରୀ, ପରମା ବିଶି, ବିକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.