ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଟ୍ରାନ୍ସଜେଣ୍ଡରମାନଙ୍କୁ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ସହରରେ ଥିବା ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ସଭାପତି ହିମାନୀଙ୍କ ଉପସ୍ଥିତିରେ ସେମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ନାରୀ ଶକ୍ତି ଫାଉଣ୍ଡେସନର ସଦସ୍ୟା ନୂତନ ସେନ୍ଦ୍ରିଆ, ସରିତା ଦାଶ, ଅଙ୍କିତା ଦାସ, ନୂତନ ଦାସ ଉପସ୍ଥିତ ରହି ଏହି ମହତ କାର୍ଯ୍ୟକୁ ସମ୍ପାଦନ କରିଥିଲେ । ନାରୀ ଶକ୍ତି ଫାଉଣ୍ଡେସନର ଏହି ମହତ କାର୍ଯ୍ୟଟିକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

error: Content is protected !!