ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୩ତମ ପ୍ରତିଷ୍ଠା ଦିବସ

ବାରଙ୍ଗ : ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୩ତମ ପ୍ରତିଷ୍ଠା ଦିବସ । ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ । ବିଗତ ୬୨ବର୍ଷରେ ପ୍ରାଣୀ ଉଦ୍ୟାନରେ ବହୁ ପରିବର୍ତ୍ତନ ହୋଇଛି । କିଛି ପୁରୁଣା ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ନୂଆ ଜୀବଜନ୍ତୁଙ୍କୁ ମଧ୍ୟ ଅଣାଯାଉଛି ।

ପ୍ରାଣୀ ଉଦ୍ୟାନକୁ ରାଜ୍ୟ ବାହାରୁ ଏବଂ ବିଦେଶରୁ ମଧ୍ୟ ବହୁ ପର୍ୟ୍ୟଟକ ଆସୁଛନ୍ତି । ଏଠାରେ ୩ପ୍ରକାର (ଧଳା,ସାଧାରଣ ରଙ୍ଗ ଓ ମେଲନାଷ୍ଟିକ) ବାଘ,୪ ପ୍ରକାରର (ବାଘ, ସିଂହ, ଭାଲୁ ଓ ତୃଣଭୋଜୀ) ସଫାରୀ ରହିଛି । ଯାହା ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରୁଛି ।

Leave A Reply

Your email address will not be published.