ଟିଟିଲାଗଡର ନୂଆ ଉପଜିଲ୍ଲାପାଳ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡର ନୂଆ ଉପଜିଲ୍ଲାପାଳ ଭାବେ ବୁଧବାର ଦୟାମୟ ପାଢୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଝାରସୁଗୁଡା ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ୱ ନେବା ପରେ ଶ୍ରୀ ପାଢୀ ଟିଟିଲାଗଡ ଅଞ୍ଚଳର ସମସ୍ୟାଗୁଡିକର ସମାଧାନ କରିବା, ଚାଷୀ, ଗରିବ, ଖଟଖଟିଆମାନଙ୍କ ପାଇଁ ଆସୁଥିବା ସମସ୍ତ ସରକାରୀ ଯୋଜନା ସେମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.