ବଲାଙ୍ଗିର ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ପଦୋନ୍ନତି ଓଡିଶା By Koshala Prabaha On Saturday 1st October 2022, 7:51 pm Share ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ପଦୋନ୍ନତି ହୋଇଥିବା ଓଡିଶା ସରକାରଙ୍କ ନୋଟିଫିକେସନ୍ରୁ ଜଣାପଡିଛି । ତେବେ ଡା. ପଣ୍ଡା ଓଏଏସ୍ (ବର୍ଗ କ) କନିଷ୍ଠ ଶାଖା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ଓଏଏସ୍ ବରିଷ୍ଠ ଶାଖାକୁ ସେ ପଦୋନ୍ନତି ପାଇଛନ୍ତି । balangir news