Yearly Archives

2022

ରାହୁଲ ଦୀର୍ଘ ୫ ଦିନ ଧରି ବୋରୱେଲ ଭିତରେ ସାପ ଏବଂ ବେଙ୍ଗମାନଙ୍କ ସହ ରହିଥିଲେ, ବର୍ତ୍ତମାନ ଆଇସିୟୁରେ ତାଙ୍କ ଚିକିତ୍ସା…

ରାୟପୁର : ରାହୁଲ ଦୀର୍ଘ ୫ ଦିନ ଧରି ବୋରୱେଲ ଭିତରେ ସାପ ଏବଂ ବେଙ୍ଗମାନଙ୍କ ସହ ରହିଥିଲେ । ବର୍ତ୍ତମାନ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି । ଛତିଶଗଡର ଜାଂଜଗିରରେ ପାଞ୍ଚ ଦିନ ଧରି ଚାଲିଥିବା ସବୁଠୁ ବଡ ଉଦ୍ଧାର କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ରାହୁଲ ସାହୁ ନାମକ ଜଣେ ୧୧ ବର୍ଷ…
Read More...

ଆଇଡିଆଲ କୋଚିଂ ସେଣ୍ଟରରେ ରଜ ଉତ୍ସବ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉଲୁଡା ସ୍ଥିତ ଆଇଡିଆଲ କୋଚିଂ ସେଣ୍ଟରରେ ପବିତ୍ର ରଜ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକ ସଭାପତିତ୍ୱ କରିବା ସହ ରଜ ଦୋଳିର ଶୁଭ ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି…
Read More...

ୱାଟର ପାର୍କରେ ଦୁର୍ଘଟଣା : ସୁଇମିଂ ପୁଲକୁ ଓହ୍ଲାଇବା ମାତ୍ରେ ସ୍ଲାଇଡିଂ ବୋଟ୍‌ ଯୁବକଙ୍କ ଉପରେ ମାଡ଼ିଗଲା, ଯୁବକଙ୍କ…

ଜାମସେଦପୁର : ଝାଡ଼ଖଣ୍ଡର ଜାମସେଦପୁରରୁ ଏକ ୱାଟର ପାର୍କରେ ଏକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ଆଖି ପିଛୁଳାକେ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ପୂର୍ବ ସିଂହଭୂମର ଘାଟଶିଲା ଗାଲୁଡିହ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ବିର୍ସା ଫନ୍‌ ସିଟି ୱାଟର ପାର୍କରେ ଏହି ଦୁର୍ଘଟଣା ଘଟିଛି…
Read More...

ରାଞ୍ଚି ହିଂସା : ବ୍ୟବସାୟୀମାନେ ୧୨୦୦ କୋଟି ଟଙ୍କା କ୍ଷତି ସହିଲେ, ଅନେକ କ୍ଷେତ୍ରରେ ଧାରା ୧୪୪ ବଳବତ୍ତର

ରାଞ୍ଚି : ଜୁନ୍ ୧୦ରେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଥିବା ହିଂସା ଓ ଦଂଗା ପରେ ଏବେ ଧୀରେ ଧୀରେ ଏହି ଘଟଣାରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି ସହର। ଗତ ଚାରି ଦିନ ମଧ୍ୟରେ ଦଂଗାକାରୀଙ୍କ ଯୋଗୁଁ ରାଜଧାନୀର ବ୍ୟବସାୟ ଛିନ୍‌ଛତର୍‌ ହୋଇଯାଇଛି । ଝାଡ଼ଖଣ୍ଡ ଚାମ୍ବର ଅଫ୍ କମର୍ସ ଅନୁଯାୟୀ,…
Read More...

ଦିଲ୍ଲୀରେ କରୋନା ପୁନର୍ବାର ବୋବାଲ କଲା, ଗୋଟିଏ ଦିନରେ ୧୩୭୫ ନୂତନ ସଂକ୍ରମିତଙ୍କ ଚିହ୍ନଟ ପରେ ବଢ଼ିଲା ଆଶଂକା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ଭାଇରସ୍ ବୋବଲ କରିଛି । ଗତ ତିନି-ଚାରି ଦିନ ଧରି କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଥିଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ଏକ ହଜାରରୁ ଅଧିକ ନୂତନ…
Read More...

ଭାରତୀୟ ଜନତା ପାର୍ଟି ଜିଲ୍ଲା ଶାଖା ଦ୍ୱାରା କଂଟାବାଂଜିରେ ଗରିବ କଲ୍ୟାଣ ସଭା

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଜନସାଧାରଣଙ୍କଠାରେ ପହଂଚାଇବା ଦଳର ମୁଖ୍ୟ ଆଭିମୁଖ୍ୟ କଂଟାବାଂଜି, (ମନୀଷ କୁମାର ହଂସ) : ଭାରତୀୟ ଜନତା ପାର୍ଟି ବଲାଙ୍ଗିର ଜିଲ୍ଲା ଶାଖାଦ୍ୱାରା ଗୁରୁବାର ସଂଧ୍ୟାରେ ସ୍ଥାନୀୟ ମାନସ ଭବନଠାରେ ଗରିବ କଲ୍ୟାଣ ସଭା ମହା ଆଡମ୍ବରରେ ପାଳିତ ହୋଇଯାଇଛି ।…
Read More...

ବିଶ୍ୱ ରକ୍ତଦାତା ଦିବସ ଅବସରରେ ସଚେତନତା ବାର୍ତ୍ତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ପରିସରରେ ବଲାଙ୍ଗିରର ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ରକ୍ତଦାନ ଦିବସ ଅବସରରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ରେଡକ୍ରସର କର୍ମକର୍ତ୍ତାମାନେ ଆସି ଏହି ଅବସରରେ…
Read More...

କବିତା : ପ୍ରେମ

ଲିଲି ପଟେଲ ଶିରା ପ୍ରଶିରାରେ ମଧୁର ଟଙ୍କାରହୃଦ ରଂଗମଂଚେ ଅଭୁଲା ଝଙ୍କାରସମ୍ମାନେ ଯତନେ ସ୍ୱତନ୍ତ୍ର ସଂସ୍କାରଅଭିଳାଶ ଶୂନ୍ୟ ସ୍ନେହ ଅଳଙ୍କାରବୋଧେ ଏ ସଂଜ୍ଞାଟି ପ୍ରେମର ! ନିଃଶ୍ୱାସେ ପ୍ରଶ୍ୱାସେ ଅକୁହା ଫୁତ୍‌କାରଉନ୍ମୁକ୍ତ ହୃଦୟ ଅନିନ୍ଦ୍ୟ ସତ୍‌କାରପରଶ ଦର୍ଶନ ଶୂନ୍ୟ ଅଭିସାରମନର…
Read More...

ନିଜସ୍ୱ ମତ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ କାହିଁକି ବିରୋଧ କରାଯିବା ଦରକାର ?

ଦତ୍ତାନନ୍ଦ ପଣ୍ଡା ୧. ଏହା ଲଗାଇଲା ପରେ ଗାଡି ଚୋରି ହେଲେ ଚାଳକକୁ ତୁରନ୍ତ କ୍ଷତି ପୂରଣ ମିଳିବ ଏବଂ ଏଥିପାଇଁ ପୋଲିସ୍ ଷ୍ଟେସନକୁ ଯାଇ ଚାଳକକୁ ଏଫଆଇଆର ଦେବାକୁ ପଡିବ ନାହିଁ ବୋଲି ସରକାର ଗ୍ୟାରେଣ୍ଟି ଦେବା ଦରକାର।୨. କିରୋସିନରେ ପୋଛିଲେ ଏହି ହାଇ ସିକ୍ୟୁରିଟି ପ୍ଲେଟର ନମ୍ବର…
Read More...

ଇସ୍ପାତ ଫିଟନେସ୍‌ ପାଥ୍‌ରେ ରଜ ଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଦାନ) : ସେକ୍ଟର ୧୯ସ୍ଥିତ ଇସ୍ପାତ ଫିଟ୍‌ନେସ୍‌ ପାଥ୍‌ଠାରେ ଇସ୍ପାତ ଫିଟ୍‌ନେସ୍‌ ଏଲାଇଟ୍‌ ଗୃପ୍‌ ତରଫରୁ ରଜ ମହୋତ୍ସବ ପାଳନ କରାଯାଇଛି । ଏଲାଇଟ୍‌ ଗୃପର ବରିଷ୍ଠ ସଦସ୍ୟ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯକ୍ରମରେ ରାଉରକେଲା ଇସ୍ପାତ କାରଖାନାର…
Read More...