Yearly Archives

2022

ଆଇଏମଟି/୫ଜି ନିଲାମକୁ କ୍ୟାବିନେଟ ଅନୁମୋଦନ

ଖୁବଶୀଘ୍ର ଆରମ୍ଭ ହେବ ୫ଜି ସେବା; ଏହା ୪ଜି ଠାରୁ ପ୍ରାୟ ୧ଠ ଗୁଣ ଦ୍ରୁତତରଟେଲିକମ ସେବା ପ୍ରଦାନକାରୀଙ୍କୁ ବ୍ୟବସାୟଜନିତ ଖର୍ଚ୍ଚ ହ୍ରାସ କରିବାକୁ ସୁଯୋଗ ଦେବାକୁ ପଦକ୍ଷେପ୭୨ ଗିଗାହର୍ଜରୁ ଅଧିକ ସ୍ପେକ୍ଟ୍ରମ ୨ଠ ବର୍ଷ ପାଇଁ ନିଲାମ ହେବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ…
Read More...

ଅଗ୍ନିବୀରଙ୍କ ନିମନ୍ତେ ଶିକ୍ଷା ଓ ତାଲିମକୁ ସ୍ୱୀକୃତି

ଚାକିରି କାଳ ମଧ୍ୟରେ ଅଗ୍ନିବୀର ନେଇଥିବା ତାଲିମକୁ ଶିକ୍ଷା ମନ୍ତ୍ରଣାଳୟ ସ୍ନାତକ ଡିଗ୍ରୀ ପାଇଁ ବିଚାରକୁ ନେବଇଗନୋର ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସ୍ନାତ୍ତକ କାର୍ଯ୍ୟକ୍ରମରେ ଚାକିରି କାଳକୁ ୫୦ ପ୍ରତିଶତ କ୍ରେଡିଟ ଗୁରୁତ୍ୱ ମିଳିବ ଓ ଅବଶିଷ୍ଟ ଅନ୍ୟାନ୍ୟ ପାଠ୍ୟକ୍ରମରୁ ଆସିବକାର୍ଯ୍ୟକ୍ରମ…
Read More...

ଅନୁଗୋଳରେ ଇଏସଆଇ ମେଡିକାଲ ଓ ଝାରସୁଗୁଡାରେ ଇଏସଆଇସି କାର୍ଯ୍ୟାଳୟ ଲୋକାର୍ପିତ

ଶ୍ରମିକ ଓ କର୍ମଚାରୀମାନଙ୍କୁ ମୋଦୀ ସରକାରଙ୍କ ରଜ ଉପହାର-ଧର୍ମେନ୍ଦ୍ର ପ୍ରଧାନ• ଲୋକାର୍ପଣ ଉତ୍ସବରେ ସାମିଲ ହେଲେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି• ୬୫ କୋଟି ବ୍ୟୟରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ ସ୍ଥାପନ ହୋଇଛି• ଅନୁଗୋଳ ଓ ଢେଙ୍କାନାଳ ୩ ଲକ୍ଷ…
Read More...

ସହରର ଉଠା ଦୋକାନୀମାନଙ୍କ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ ବଲାଙ୍ଗିର ସହରର ଉଠା ଦୋକାନୀମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଠା ଦେକାନୀମାନଙ୍କ ସମସ୍ୟା, ଥଇଥାନ ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ସମସ୍ୟାର ସମାଧାନ ପାଇଁ ପୌରପାଳିକାର ଅଧ୍ୟକ୍ଷା ଓ ଜିଲ୍ଲାପାଳଙ୍କୁ…
Read More...

ଅନୁଗୋଳଠାରେ ଇଏସ୍‌ଆଇସି ହସ୍ପିଟାଲ୍ ଓ ଝାରସୁଗୁଡ଼ାଠାରେ ଉପ-ଆଞ୍ଚଳିକ କାର୍ଯ୍ୟାଳୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ…

ଏହି ହସ୍ପିଟାଲ୍ ମାଧ୍ୟମରେ ଅନଗୋଳ ଓ ଆଖପାଖ ଅଞ୍ଚଳର ୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେଶ୍ରମ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଶ୍ରମ ଶକ୍ତିର ଦକ୍ଷତା ବିକାଶ ପାଇଁ କାର୍ଯ୍ୟ କରୁଛି : ଶ୍ରୀ ପ୍ରଧାନଭୁବନେଶ୍ବର, ଯାଜପୁର ଓ ପାରାଦୀପଠାରେ ତିନିଟି ନୂଆ ଇଏସ୍‌ଆଇସି ହସ୍ପିଟାଲ୍ ସ୍ଥାପନ କରାଯିବ :…
Read More...

ଦେଓଗାଁରେ ପ୍ରାକ୍ ମୌସୁମୀ ବର୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ଖରାର ଭୀଷଣ ଗରମ ପରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ସମୟରୁ ଦେଓଗାଁ ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ହେବା ପରେ ଆସ୍ଵସ୍ଥି ମିଳିଛି । ଆଜିର ବର୍ଷା ଯୋଗୁଁ ଚାଷୀ କୂଳରେ ଉତ୍ସାହିତ ଦେଖିବାକୁ ମିଳିଛି। ପ୍ରାୟ ୨ଘଣ୍ଟାର ଲଗାତାର ବର୍ଷା ଫଳରେ…
Read More...

ବର୍ଷା ବିତ୍ପାତ, ଗଛ ସହ ବିଦ୍ୟୁତ ଖମ୍ବ ଭାଙ୍ଗିଲା

ମ.ରାମପୁର, (ହେମନ୍ତ ସାହୁ) : ବର୍ଷା ଆରମ୍ଭରୁ ବିତ୍ପାତ ଆରମ୍ଭ । ବର୍ଷା ସହ ପବନ ଯୋଗୁଁ ଗଛ ଓ ବିଦ୍ୟୁତ୍‌ ଖମ୍ବ ଭାଙ୍ଗି ଅନେକ କ୍ଷୟକ୍ଷତି ହୋଇଛି । ଘର ଉପରେ ପଡ଼ିଛି ଗଛ ଓ ରାସ୍ତାରେ ବି । ବିଦ୍ୟୁତ ଖମ୍ବ ମଧ୍ୟ ଭାଙ୍ଗି ପଡ଼ିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ…
Read More...

ଉତ୍କଳ ସ୍ନେହୀ ମହିଳା ସମିତିର ରଜ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତିର ସଭାପତି ସବିତା ସାହୁଙ୍କ ଆବାହକତ୍ୱରେ ଏକ ରଜ ମିଳନ କାର୍ଯ୍ୟକ୍ରମ ଛେଣ୍ଡ୍ କଲୋନୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୃତ୍ୟ ସଙ୍ଗୀତ ସହ ସଦସ୍ୟମାନଙ୍କ ମଧ୍ୟରେ ବିଭିନ୍ନ…
Read More...

ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡରେ ଜଳିଗଲା ଘର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ରମ୍ଭାଥାନା ପାଲଙ୍ଗ ପଂଚାୟତ ନିମୁସୁଲା ଗ୍ରାମରେ ବିଦ୍ୟୁତ ସଟ ସର୍କିଟ ଯୋଗୁ ବୁଧବାର ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି । ଏହି ଅଗ୍ନିକାଣ୍ଡରେ ସେହି ଗ୍ରାମର ବିନୋଦ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । ଅନ୍ୟ ଘରକୁ…
Read More...

ବାଲିଗୁଡାରେ ରଜ ମଉଜ ପାଳିତ : ଗାଇଲେ ରଜ ଗୀତ, ଖେଳିଲେ ଦୋଳି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସାରା ଓଡିଶାରେ ତିନି ଦିନିଆ ରଜ ପର୍ବ ଧୁମ୍‌ଧାମ୍‌ରେ ପାଳିତ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକର ଉପାନ୍ତ ଗାଁ ଗୁଡିକରେ ମଧ୍ୟ ରଜ ପର୍ବ ମାହା ଆଡମ୍ବର ପାଳିତ ହୋଇଯାଇଛି । ବିଭିନ୍ନ ଗାଁ ଗହଳିରେ ଧାମ୍‌ଧାମ୍‌ରେ ଘରେ ଓ…
Read More...