ସାପ କାମୁଡାରେ ଶିଶୁକନ୍ୟା ମୃତ
ନୂଆପଡା, (ନିରାକାର ମେହେର) : ସାପ କାମୁଡାରେ ଶିଶୁକନ୍ୟା ମୃତ । ନୂଆପଡା ଥାନା ଝାଞ୍ଜିମୁଣ୍ଡା ଗ୍ରାମର ଜଣେ ୭ ବର୍ଷର ଶିଶୁକନ୍ୟାର ସାପ କାମୁଡାରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଝାଞ୍ଜିମୁଣ୍ଡା ଗ୍ରାମର ମୋହନ ସିଂ ମାଝୀଙ୍କ ଶିଶୁକନ୍ୟା କ୍ଷୀରମଣି ମାଝୀ ରାତିରେ ଶୋଇଥିବା ବେଳେ ଏକ ସାପ!-->…
Read More...
Read More...