Yearly Archives

2022

ବିଶ୍ୱ ରକ୍ତଦାତା ଦିବସ ପାଳିତ

ବଲାଙ୍ଗିର, (ଦେବଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ରକ୍ତ ଭଣ୍ଡାର ତରଫରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ନୂତନ ରକ୍ତଦାତା ସୃଷ୍ଟି କରିବା ନିମନ୍ତେ ଏକ ସଚେତନ ଶୋଭାଯାତ୍ରା କରାଯାଇଥିଲା । ଭୀମ ଭୋଇ ମେଡିକାଲ କଲେଜର ଇନ୍‌ଚାର୍ଜ…
Read More...

ବଜ୍ରପାତରେ ଗଛ ପୋଡି ପଡିଯିବାରୁ ରାସ୍ତାବନ୍ଦ

ଅଗ୍ନିଶମ ବିଭାଗ ଆସି ଗଛ କଟିଲା ପରେ ସ୍ୱଭାବିକ ହେଲା ସ୍ଥିତି କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରୁ ରିଷିଡା ସଂଯୋଗ କରୁଥିବା ଜିଲ୍ଲା ମୁଖ୍ୟରାସ୍ତା ତଥା ପୂର୍ତ୍ତ ବିଭାଗ ରାସ୍ତା ମଦନପୁରରୁ ଅଲାତରା ରାସ୍ତା ମଝି ପୋଲ ପାଖରେ ଗତକାଲି ସନ୍ଧ୍ୟାରେ ହୋଇଥିବା…
Read More...

ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିବାଲ୍‌ରେ ଓଡ଼ିଶାରୁ ଯୋଗ ଦେଲେ ଦାରିଙ୍ଗବାଡ଼ି ହୋଟେଲ୍ ସଂଘ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ତିନିଦିନିଆ ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିବାଲ ବାଙ୍ଗାଲୁରୁର କୋଲକତାର ଖୁଡିରାମ ଇଣ୍ଡର ଷ୍ଟାଡିୟମରେଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାରୁ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ହୋଟେଲ ଆସୋସିଏସନ୍‌ ଯୋଗ ଦେଇ ଓଡ଼ିଶା…
Read More...

ପାକିସ୍ତାନରେ ଦୁର୍ବଳ ଅର୍ଥନୈତିକ ଅବସ୍ଥା : ଲୋକଙ୍କୁ ଚା’ ବ୍ୟବହାର ହ୍ରାସ ପାଇଁ ସରକାରଙ୍କ ନିବେଦନ

ଇସଲାମାବାଦ : ଦୁର୍ବଳ ଅର୍ଥନୈତିକ ଅବସ୍ଥା ଦେଇ ଗତି କରୁଥିବା ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସମୟରେ ଚା ’ବ୍ୟବହାରକୁ କମ୍ କରିବାକୁ ପାକିସ୍ତାନ ବର୍ତ୍ତମାନ ନାଗରିକମାନଙ୍କୁ ଅନୁରୋଧ କରିଛି । ପାକିସ୍ତାନର ଯୋଜନା ଓ ବିକାଶ ମନ୍ତ୍ରୀ ଅହସାନ…
Read More...

ନଦୀରେ ଗାଧୋଇବା ବେଳେ କୁମ୍ଭୀରଠାରୁ ଅଳ୍ପକେ ବର୍ତ୍ତିଲେ ମହିଳା

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ ରାଉଳିଆ ଗାଁରେ ନଦୀରେ ଗାଧୋଇବା ବେଳେ କୁମ୍ଭୀରଠାରୁ ଅଳ୍ପକେ ବର୍ତ୍ତିଲେ ମହିଳା । ମହିଳାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସୂଚନାନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ ରାଉଳିଆ ଗାଁର…
Read More...

ଯୌତୁକ ନିର୍ଯ୍ୟାତନା ମାମଲାରେ ଆହ୍ଲାବାଦ ହାଇକୋର୍ଟର ବଡ ନିଷ୍ପତ୍ତି – ୨ ମାସ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ…

ପ୍ରୟାଗରାଜ : ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ବୈବାହିକ ମାମଲାରେ ଏଫଆଇଆର ପଞ୍ଜିକରଣ ହେବା ପରେ ନାମିତ ଅଭିଯୁକ୍ତଙ୍କ ବିରୋଧରେ ଦୁଇ ମାସର 'କୁଲ୍‌ ଟାଇମ୍‌' ପର୍ଯ୍ୟନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉ । ଜଷ୍ଟିସ ରାହୁଲ ଚତୁର୍ବେଦୀ…
Read More...

ବିସ୍ଫୋରଣ ଘଟି ୭ ଗୁରୁତର

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁହାବାଡ଼ି ଗାଁରେ ବିସ୍ଫୋରଣ ଘଟି ୭ ଗୁରୁତର ହୋଇଥିବା ଜଣାପଡିଛି । ଘର ଭିତରେ ବିସ୍ଫୋରଣ ହେଲା ଗଚ୍ଛିତ ଥିବା ବିସ୍ଫୋରକ ସାମଗ୍ରୀ । ଗୋଟିଏ ପରିବାରର ୭ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । …
Read More...

ରାଷ୍ଟ୍ରପତି ନିର୍ବାଚନ : ଦିଲ୍ଲୀରେ ବିରୋଧୀ ବୈଠକ ଜାରି, ମହାତ୍ମା ଗାନ୍ଧୀଙ୍କ ନାତି ବିରୋଧୀ ଦଳର ପ୍ରାର୍ଥୀ…

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ବିରୋଧୀ ଦଳ ମାନଂକର ନେତାଙ୍କ ଏକ ବୈଠକ ଚାଲିଛି । ଏହି ବୈଠକରେ ଶରଦ ପାୱାର, ପିସି ଚାକୋ, ଆରଜେଡି ସାଂସଦ ମନୋଜ ଝା, ଅମର ଅବଦୁଲ୍ଲା, ମେହବୁବା ମୁଫତି, ଏଚଡି ଦେବ ଗୌଡା,…
Read More...

ବଜ୍ରପାତରେ ନାବାଳିକା ମୃତ

ଉଦଳା : ବଜ୍ରପାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ନାବାଳିକା ଜଣକ ହେଲେ ଶରତ ଥାନା କଟୁରିଆ କଟୁରିଆ ଗ୍ରାମର ଗୁମି ମୁର୍ମୁ ବୋଲି ଜଣାପଡିଛି । ସୂଚନା ଅନୁସାରେ କଟୁରିଆ ଗ୍ରାମର ଗୁମି ମୁର୍ମୁ ମଙ୍ଗଳବାର ସନ୍ଧ୍ୟା ସମୟରେ ଘର ବାରଣ୍ଡାରେ ବସିଥିଲେ । ହଠାତ୍ ବର୍ଷରାହେବା…
Read More...

ରଥଖଳାରେ କାମ କରୁଥିବା ବେଳେ ସେବାୟତଙ୍କ କଟିଗଲା ଆଙ୍ଗୁଠି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ରଥଖଳାରେ କାମ କରୁଥିବା ସମୟରେ ସେବାୟତ ବିଷ୍ଣୁପ୍ରସାଦ ଭୋଇଙ୍କର ଡାହାଣ ହାତ ଆଙ୍ଗୁଠି କଟି ଯାଇଥିବା ଜଣାପଡିଛି । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Read More...