Yearly Archives

2022

ନିର୍ମାଣାଧିନ ସିନାପାଲି ଶିବ ମନ୍ଦିର କମିଟି ଗଠିତ

ସିନାପାଲି, (ନିରାକାର ମେହେର) : ସିନାପାଲି ସହରର ଉଦନ୍ତୀ ନଦୀ କୂଳରେ ନିର୍ମାଣାଧିନ ଭବ୍ୟ ଶିବ ମନ୍ଦିରର ପରିଚାଳନା କମିଟି ଗଠନ କରାଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିବ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତରାନ୍ୱିତ କରିବା ପାଇଁ ଆଲୋଚନା…
Read More...

ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ଶ୍ରଦ୍ଧାଠାରେ ରଜ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସେକ୍ଟର ୧୬ ସ୍ଥିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧାଠାରେ ରଜ ମହୋତ୍ସବ ପାଳନ କରାଯାଉଛି । ସାହିତ୍ୟ ଘର କେବଳ ସାହିତ୍ୟ ଭିତରେ ସିମୀତ ନରହି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ନିଜ ସାମାଜିକ ପ୍ରତିବଦ୍ଧତାର ପରିଚୟ…
Read More...

ପାଇକମାଲ ସବଷ୍ଟେସନରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିରାମିଷ ଖାଦ୍ୟ ସହ ପନିପରିବା ଫଳ ମୂଳ ଖାଇ ନିୟମିତ ବ୍ୟୟାମ କଲେ ଶରୀର ସୁସ୍ଥ ରହିବା ସହ ଅକାଳ ମୃତ୍ୟୁରୁ ରକ୍ଷା ମିଳିବ ବୋଲି ଆଜି ପାଇକମାଲ ବିଦ୍ୟୁତ ସବଷ୍ଟେସନରେ ଅନୁଷ୍ଠିତ ଶୋକସଭାରେ ବରିଷ୍ଠ ସାମ୍ବାଦିକ ବଡ ଶତପଥି ପ୍ରକାଶ କରିଛନ୍ତି । ପାଇକମାଲ…
Read More...

ସିନାପାଲିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ

ନୂଆପଡ଼ା, (ନିରାକାର ମେହୋର) : ନୂଆପଡ଼ା ଜିଲ୍ଲା ସିନାପାଲି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ସହ ବିରଳ ହାତୀବେଶ ଅନୁଷ୍ଠିତ ହୋଇଛି । ସକାଳ ଆଳତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପରମ୍ପରା ଅନୁଯାୟୀ ପହଣ୍ତିରେ ସ୍ନାନବେଦୀକୁ ଅଣାଯାଇଥିଲା । ବିଧି ମୁତାବକ ପୂଜା ପରେ…
Read More...

ପ୍ରାଣୀ ଚିକିତ୍ସାଧିକାରୀଙ୍କ ବଦଳିକୁ ବିରୋଧ କରି ଅଫିସରେ ତାଲା ମାରିଲେ ଚାଷୀ : ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ହେଡ଼କ୍ୱାଟରରେ ଥିବା ପ୍ରାଣୀ ଚିକିତ୍ସାଧିକାରୀଙ୍କ ପୁଇଁତନ୍ତା ବ୍ଲକକୁ ବଦଳି ହୋଇଥିବା ଖବର ଜାଣିବା ପରେ ଆଜି ସଇଁତଲା ବ୍ଲକ ଅଞ୍ଚଳର ଚାଷୀମାନେ ଏକତ୍ରିତ ହୋଇ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ତାଲା…
Read More...

ସମ୍ବଲପୁରୀ କବିତା ସଂକଳନ ‘ଆସୁଛେ ସମିଆଁର କହଁର’ ଲୋକର୍ପିତ

ସମ୍ବଲପୁର : ଆବେଗ, ଅନୁଭବ ଓ ଅନ୍ୱେଷା ଏହି ତିନୋଟି ଗୁଣ ନେଇ କବି ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିପାରେ । କବିତାରେ ଚିତ୍ରକାଳ୍ପିକ ଉପସ୍ଥାପନା, ଶବ୍ଦ ଓ ଭାବ ଗୁମ୍ଫନ ଆଦିରେ ଏହି ଗୁଣତ୍ରୟର ଯଥେଷ୍ଟ ଅବଦାନ ରହିଥାଏ ବୋଲି ଆଜି ‘ଅନ୍ୟା’ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଶିଷ୍ଟ ଓଡିଆ…
Read More...

ଦେଶରେ ପୁଣି ଘନାଉଛି କରୋନା ବିପଦ, ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୯ ହଜାର ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ପୁଣି ଘନାଉଛି କରୋନା ବିପଦ । କରୋନା ମାମଲା ପୁଣି ଥରେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ, ୮,୮୨୨ ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ କରୋନା ସଂକ୍ରମଣ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।
Read More...

ମନରେଗା ଯୋଜନାରେ ମେସିନ କରୁଛି କାମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୨୦ଟି ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାର କାମ ମେସିନରେ ଚାଲିଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ଏହି ପ୍ରୋଜେକ୍ଟରେ ଜିଲ୍ଲା ବିଭାଗୀୟ କତ୍ତୃପକ୍ଷଙ୍କ ଟାର୍ଗେଟ ଅନୁଯାୟୀ ୫୨୨ଟି ଫାର୍ମପଣ୍ଡ…
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନର ତିନି ସତ୍ୟାଗ୍ରହୀଙ୍କ ଦେହାନ୍ତ : ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଦ୍ୱାରା ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରେ ବାଳକୋର ବକ୍ସାଇଟ ଖଣି ପ୍ରକଳ୍ପ ବିରୋଧରେ ଚାଳିଥିବା ଐତିହାସିକ "ବାଲକୋ ହଟାଓ ଗନ୍ଧମାର୍ଦ୍ଦନ ବଞ୍ଚାଓ" ଆନ୍ଦୋଳନରେ ସତ୍ୟାଗ୍ରହୀ ଥିବା ୩ ଜଣ ଆନ୍ଦୋଳନକାରୀଙ୍କ ଇତି ମଧ୍ୟରେ ଦେହାନ୍ତ ହୋଇଯାଇଛି । ପାଇକମାଲ ଥାନା…
Read More...

୧୧୬୭ ଚାଳକଙ୍କ ଠାରୁ ୫ ଲକ୍ଷ ୮୪ ହଜାର ଟଙ୍କା ଜୋରିମାନା ଆଦାୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜଧାନୀରେ ମଦ୍ୟପାନ କରି ଗାଡି ଚାଳନା କରୁଥିବା ଚାଳକଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନକୁ ଆହୁରି ତ୍ବରାନ୍ବିତ କରିଛି । ଗତ ୧୦ ଦିନ ମଧ୍ୟରେ ୧୧୬୭ ଚାଳକଙ୍କ ଠାରୁ ୫ ଲକ୍ଷ ୮୪ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କେବଳ ୧୩ ତାରିଖ ରାତିରେ ୧୩୫…
Read More...