Yearly Archives

2022

ଇ-ଗଭର୍ଣ୍ଣାସ୍ ସେବା ପ୍ରଦାନରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ଏକାଧିକ ରାଜ୍ୟକୁ ପଛରେ ପକାଇ ଇ-ଗଭର୍ଣ୍ଣାସ୍ ସେବା ପ୍ରଦାନରେ ଓଡ଼ିଶା ଏକ ନମ୍ବର ସ୍ଥାନ ହାସଲ କରିଛି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ଜାତୀୟ ଇ-ଗଭର୍ଣ୍ଣାସ୍ ସେବା ପ୍ରଦାନ ନିରୀକ୍ଷଣ-୨୦୨୧ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।…
Read More...

ତାତିରୁ ମିଳିବ ତ୍ରାହି : ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର : ଅସଂଭାଳ ତାତିରୁ ମିଳିବ ତ୍ରାହି । ବର୍ଷାରେ ଛୁଇଁବ ଓଡ଼ିଶା । ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି ବୋଲି କୁହାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ…
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ପାଟଣା : ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତ କୁମୁଲାବାହାଲି ଗାଁରେ ଘନଶ୍ୟାମ ମୁଣ୍ଡା (୬୨) ଆଜି ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘନଶ୍ୟାମ ଆଜି ଭୋର ବେଳେ ଶୌଚ ପାଇଁ ନିକଟସ୍ଥ ପୋଖରୀକୁ…
Read More...

ସ୍ନାନ ପରେ ଅଣସର ଘରେ ଶ୍ରୀଜିଉ

ପୁରୀ : ସ୍ନାନ ପରେ ଅଣସର ଘରେ ଏବେ ଶ୍ରୀଜିଉ । ସ୍ନାନଯାତ୍ରାରେ ଶହେ ଆଠ ଗରା ସୁବାସିତ ଜଳରେ ଠାକୁର ସ୍ନାନ କଲେ । ସ୍ନାନପରେ କାଲିଠାରୁ ଚତୁର୍ଦ୍ଧା ମୂର୍ତ୍ତି ଅସୁସ୍ଥ ହୋଇପଡିଥିବା ବେଳେ ରାତି ୨ଟାରେ ଅଣସର ପିଣ୍ଡିକୁ ଠାକୁରମାନଙ୍କୁ ନିଆଯାଇଛି । ଅଣସର ଘରକୁ ନେବା ପରେ ଶ୍ରୀଜିଉଙ୍କ ସୁନା…
Read More...

ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀ ଶିଶୁଙ୍କ ନିମନ୍ତେ ପ୍ରଶାସନର ସ୍ୱତନ୍ତ୍ର ପଦକ୍ଷେପ, ଜିଲ୍ଲପାଳଙ୍କ ସ୍ୱତନ୍ତ୍ର ଆଗ୍ରହ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ ଆବେଗ ଓ ଉତ୍କଣ୍ଠାକୁ ହୃଦୟଙ୍ଗମ କରି ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ସ୍ୱତନ୍ତ୍ର ଆଗ୍ରହ ପ୍ରଦାନ କରି…
Read More...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ଅଧିନସ୍ଥ ମୁସ୍କୁଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଥୁଆପଦର ଗ୍ରାମର ନାଳ ନିକଟରେ ଏକ ଅଜଣା ବ୍ୟକ୍ତିର ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ମଧ୍ୟ ଦୀର୍ଘ…
Read More...

ବିଜେପି ଯୁବ ମୋର୍ଚ୍ଚାର ବାଇକ ରାଲି

ଝାରମୁଣ୍ଡା : ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋଇସିଂହା ବ୍ଲକ ସରଗାଡ ଠାରୁ ଉପରବାହାଲ ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଯୁବ ମୋର୍ଚ୍ଚାର ସଦସ୍ୟମାନେ ଗାଁ ଗାଁ ଯାଇ ଲୋକଙ୍କୁ ଗରିବ କଲ୍ୟାଣକାରୀ ଯୋଜନା ବିଷୟରେ ମଧ୍ୟ ଅବଗତ…
Read More...

ସାମାଜିକ ସୁରକ୍ଷା ଯୋଜନା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଦେବଙ୍ଗ ଗ୍ରାମଠାରେ ସାମାଜିକ ସୁରକ୍ଷା ଯୋଜନାର ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି । ଡଙ୍ଗରପଡା ଓ ପତ୍ରାପାଲି (କ) ପଞ୍ଚାୟତର ଗ୍ରାମ ସାଥୀ ଓ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ନିଧି ଅନୁଷ୍ଠାନ ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିଲା ।…
Read More...

ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍‌ ଅଭିଯୋଗ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଭୁସଲାଡ୍‌ ଓ ପଲସଖଣ୍ଡ ମଝିରେ ଏକ ନିର୍ଜନ ସ୍ଥାନରେ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୧ ଲକ୍ଷ ୮ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି କୁଣ୍ଡାବୁତୁଲା ସିଏସ୍‌ପି…
Read More...

ଅମୃତ ସରୋବର ପାଇଁ ବିଶିବନ୍ଧରେ ଭୂମି ପୂଜନ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ମନରେଗା ଯୋଜନାରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ବିଶିବନ୍ଧରେ ଅମୃତ ସରୋବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଲା ବେହେରା ମୁଖ୍ୟ ଅତିଥି, ସିନ୍ଧେକେଲା ସମିତି ସଭ୍ୟ ଲୋକନାଥ…
Read More...