Daily Archives

ଦମକିପାଲିଠାରେ ୭୩ତମ ବନମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦମକିପାଲିଠାରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସଭାପତିତ୍ୱରେ ୭୩ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆମ ଜଙ୍ଗଲ ଯୋଜନା ଫିଲ୍ ଅଫିସର୍ ସିଦ୍ଧେଶ୍ୱର ପଧାନ ପାଟଣାଗଡ ରେଞ୍ଜ
Read More...

ଶ୍ରୀପଲା ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି : ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍‌

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତର ଶ୍ରୀପାଲା ଗ୍ରାମରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୫ରୁ ଅଧିକ ଲୋକ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଆକ୍ରାନ୍ତ ହୋଇଥିବା ସମସ୍ତ ଲୋକ ଶ୍ରୀପଲା
Read More...

ପରଧିଆପାଲି ଗାଁରେ ଗାଧୁଆ ତୁଠ ନିର୍ମାଣରେ ଅନିୟମିତତା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତର ପରଧିଆପାଲି ଗ୍ରାମରେ ଗାଧୁଆ ତୁଠ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କାର୍ଯ୍ୟରମ୍ଭ ପୂର୍ବରୁ ଜନସାଧାରଣଙ୍କ ଅବଗତି ପାଇଁ ସୂଚନା ଫଳକ ଲଗାଇବାର ନିୟମ ରହିଥିଲେ ହେଁ ଏଠାରେ
Read More...

ହାତୀ ଛୁଆ ମୃତ

ଢେଙ୍କାନାଳ : କିଛିଦିନ ପୂର୍ବରୁ ସାତକୋଶିଆ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ସେହି ସାତକୋଶିଆରୁ କପିଳାସକୁ ଅଣାଯାଇଥିବା ଏକ ହାତୀ ଛୁଆର ମୃତ୍ୟୁ ଘଟିଛି । ସଂପୂର୍ଣ୍ଣ ଶରୀର ସଂକ୍ରମଣ ହୋଇଯିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ
Read More...

ଛତ୍ରପୁର “ସମର୍ଥ”ର ପ୍ରତିଷ୍ଠାତା ଡ଼ଃ.କେ.ଆନନ୍ଦରାଓଙ୍କ ନାମରେ ଯୌନ-କେଳେଙ୍କାରୀ ଅଭିଯୋଗ, ଉଭା ହେଲେଣି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସତରେ ସେ ଜଣେ ଅନ୍ୟତମ କଳିଯୁଗର ଆଣ୍ଠୁଆ ଗୋପାଳ ! ଆଜୀବନ ବାଳ ବ୍ରହ୍ମଚାରୀ, ଆଉ ଭିନ୍ନକ୍ଷମ ଅଟନ୍ତି । ଛୋଟପିଲା ଭଳି ହାମ୍ବୁଡାନ୍ତି, ଆଣ୍ଠେଇ ଆଣ୍ଠେଇ ଚାଲନ୍ତି । କିନ୍ତୁ ଯାନ୍ତ୍ରିକ ଚକଲଗା ଚୌକିରେ ବସି, ଘରଦ୍ୱାର, ସଭା-ସମିତି ପରିସରରେ ଭଲ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

ଲମତାପୁଟ : ଲମତାପୁଟ ପୋଲିସ୍‌କୁ ମିଳିଲା ବଡ଼ ସଫଳତା । ଜଲାପୁଟରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡି ବସିଲା ଲମତାପୁଟ ପୋଲିସ । ଖବର ଅନୁଯାୟୀ, ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ସିଲେଇ ପୁଟ ନିକଟରେ ନାକା ବନ୍ଦୀ କରି ଜଗି ରହିଥିଲା । କମାଣ୍ଡର ଗାଡିଟି
Read More...

ତାଳଧ୍ୱଜ, ଦର୍ପଦଳନ ରଥ ଚକରେ ଫାଟ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥଯାତ୍ରା ପୂର୍ବରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକରେ ଫାଟ ହୋଇଥିଲା । ଏବେ ବାହୁଡ଼ା ଯାତ୍ରା ପୂର୍ବରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକରେ ଫାଟ ଦେଖିବାକୁ ମିଳିଛି । ତାଳଧ୍ୱଜ ରଥର ପଡ଼ିନାହାକା ଚକ ଓ
Read More...

ନବନିର୍ବାଚିତ ସରପଞ୍ଚମାନଙ୍କ ନିମନ୍ତେ ପାଞ୍ଚ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନବରଙ୍ଗପୁର : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନବନିର୍ବାଚିତ ସରପଞ୍ଚମାନଙ୍କ ନିମନ୍ତେ ପାଞ୍ଚ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ସଭାଗୃହରେ ମାନ୍ୟବର ଜିଲ୍ଲା
Read More...

ଚିତିସାପ କାମୁଡ଼ାରେ ମହିଳା ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁଝର ସଦର ଥାନା ହାଣ୍ତିଭଙ୍ଗା ପଞ୍ଚାୟତ କାଠବାଉଁଶୁଳି ଗ୍ରାମରେ ଚିତିସାପ କାମୁଡ଼ାରେ ସ୍ବର୍ଗତ ଗର୍ଖା ମୁଣ୍ତାଙ୍କ ସ୍ତ୍ରୀ କୁନି ମୁଣ୍ତା (୪୫)ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ କୁନି ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ଚିତିସାପ
Read More...

ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ବସ୍

ଭୁବନେଶ୍ୱର : ସୋମବାର ସକାଳ ପ୍ରାୟ ୫ଟା ବେଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସର୍ଭିସ୍ ରୋଡ୍‌ରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। ବସ୍‌ ଚାଳକ ଭାରସାମ୍ୟ ହରାଇ ଏକ କଲଭର୍ଟରେ ଧକ୍କା ଦେବାରୁ ବସ୍‌ରେ ନିଆଁ ଲାଗି ଯାଇଥିଲା । ଏହି ଅଘଟଣରେ ୭ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଲକ୍ଷାଧିକ
Read More...