Daily Archives

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୩ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସର ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୩ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ରକ୍ତଦାନ ପାଇଁ ନାରୀ ସମାଜକୁ ଆହ୍ୱାନ କଲେ କାବ୍ୟଶ୍ରୀ ପ୍ରଧାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରକ୍ତଦାନ ପାଇଁ ନାରୀ ସମାଜ ପଛଘୁଞ୍ଚା ଦେଉଥିବା ବେଳେ ନିଜେ ରକ୍ତ ଦାନ କରି ନାରୀ ସମାଜକୁ ଆହ୍ୱାନ କରିଛନ୍ତି କାବ୍ୟଶ୍ରୀ ପ୍ରଧାନ । ମହୀମୁଣ୍ଡା ଗ୍ରାମର ଜମୁନା ଗଡତ୍ୟା (୬୫) ଗତ ଦୁଇ ଦିନ ହେଲା ଭୀମଭୋଇ ମେଡିକାଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।
Read More...

ବାପୁଜୀ ସ୍ୱେଚ୍ଛାସେଵୀ ସଂଗଠନ କଲେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆବାହାନ କାଲରୁ ଶୁଣାହୋଇ ଆସୁଛି 'ଜଳ ହିିଁ ଜୀବନ' ଏଵେ ତା ସାଙ୍ଗକୁ ଶୁଣା ଗଲାଣି 'ବୃକ୍ଷ ହିଁ ଜୀବନ' । କଥାଟା ମିଛ ନୁହେଁ କାରଣ ବୃକ୍ଷ ନ ରହିଲେ ପ୍ରାଣୀ ମୂହୁର୍ତ୍ତେ ମଧ୍ୟ ବଞ୍ଚିପାରିବ ନାହିଁ । ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ
Read More...

ରାଉରକେଲା କଲେଜରେ ବନ ମହୋତ୍ସବ ସପ୍ତାହ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଆରମ୍ଭ କରାଯାଇଛି ।
Read More...

ଅଲଗ୍‌ କୋଶଲ ରାଜ୍ୟ ଯଥାର୍ଥ : ମହେଶ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଲଗ୍‌ କୋଶଲ ରାଜ୍ୟ ଯଥାର୍ଥ ବୋଲି ନିଜ ମତରେ କହିଛନ୍ତି ରାଜ ବୋଡାସମ୍ବରର କୋଶଲ ସଂଗ୍ରାମୀ ମହେଶ ପଣ୍ଡା । ସେ ନିଜ ମତରେ କହିଛନ୍ତି ଯେ, କୋଶଳ ରାଜ୍ୟ ନାଇଁ ହେଇପାରେ ଭାବ୍-ବାରଟା ଗୁଟେ ବୃଥା ସନ୍ଧେହ ଆଏ । ଓଡ଼ିଶା ରାଜ୍ୟରେ ୧୩ଟା ଜିଲ୍ଲା ନୁ ୩୦ଟା
Read More...

ବଲାଙ୍ଗିର ବନ ବିଭାଗରେ ଦୁଇ ଜଣ ଡିଏଫଓ : ପଦୋନ୍ନତି ଓ ବଦଳି ସତ୍ତ୍ୱେ ଜଣେ ଯାଇ ନାହାନ୍ତି କାହିଁକି, ସାଧାରଣରେ ଆଲୋଚନା

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିର ବନ ବିଭାଗରେ ପଦୋନ୍ନତି ଓ ବଦଳି ସତ୍ତ୍ୱେ ଜନୈକ ବରିଷ୍ଠ ଅଧିକାରୀ ବଲାଙ୍ଗିର ଛାଡୁ ନଥିବା ବେଳେ ବର୍ତ୍ତମାନ ଜିଲାରେ ଦୁଇ ଜଣ ଡିଏଫ୍‌ଓ ରହିଥିବା ଜଣାପଡିଛି । ଏହା ଫଳରେ ବିଭାଗରେ ଅସନ୍ତୋଷ ଘନାଉଥିବା ଜଣାଯାଇଛି । ସୂଚନା ମତେ, ଓଡିଶା ସରକାରଙ୍କ ଜଙ୍ଗଲ
Read More...

ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ସ୍ଥିତ ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟ (ଗୋବିନ୍ଦବିହାର)ଠାରେ କଲେଜର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ରଥଙ୍କ ଅଧ୍ୟକ୍ଷତା ଏବଂ କଲେଜର ଏନ୍ ଏସ୍‌ଏସ୍ ଓ ଯୁବ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ କାଉନସିଲର୍ ଅଧ୍ୟାପିକା ରୋଜି
Read More...

ଝାରମୁଣ୍ଡାରେ ବନ ମହୋତ୍ସବ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବନ ମହୋତ୍ସବ ସପ୍ତାହ ଅବସରରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥଲେଟିକ ଏସୋସିଏସନ୍‌ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶାଗୁଆନ, ଦେବଦାରୁ ସମେତ ବିଭିନ୍ନ ପ୍ରକାରର ଗଛ ଲଗାଯାଇଥିଲା । ଏଥିରେ ଲୋଇସିଂହା
Read More...

ସୁଜିଆରେ ୱାଟର ଫିଲଟର ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୱାର୍ଲଡ଼ ଭିଜନ ଇଣ୍ଡିଆ ଲୋଇସିଂହା ଏଡିପି ପକ୍ଷରୁ ନିକଟସ୍ଥ ସୁଜିଆ ଗ୍ରାମରେ ୱାଟର ଫିଲଟର ବଣ୍ଟନ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଲୋଇସିଂହା ବ୍ଲକ ୩୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ଲୋଇସିଂହା
Read More...

ମହୁଲପାଟି ଗାଁ ନିକଟସ୍ଥ ରାଜୁ ଜଙ୍ଗଲରେ ବନ ମହୋତ୍ସବ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହୁଲପାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜୁ ଜଙ୍ଗଲ ନିକଟରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜୋନ୍‌ ନଂ ୧୧ର କୌଷିକ ମେହେର ଉପସ୍ଥିତ ଥିଲେ । ଏହା ସହିତ ମହୁଲପାଟି ଗ୍ରାମ ପଞ୍ଚୟତ
Read More...