pakka

ବାପୁଜୀ ସ୍ୱେଚ୍ଛାସେଵୀ ସଂଗଠନ କଲେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆବାହାନ କାଲରୁ ଶୁଣାହୋଇ ଆସୁଛି ‘ଜଳ ହିିଁ ଜୀବନ’ ଏଵେ ତା ସାଙ୍ଗକୁ ଶୁଣା ଗଲାଣି ‘ବୃକ୍ଷ ହିଁ ଜୀବନ’ । କଥାଟା ମିଛ ନୁହେଁ କାରଣ ବୃକ୍ଷ ନ ରହିଲେ ପ୍ରାଣୀ ମୂହୁର୍ତ୍ତେ ମଧ୍ୟ ବଞ୍ଚିପାରିବ ନାହିଁ । ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଧ ଗ୍ରାମରେ ବାପୁଜୀ ସ୍ୱେଚ୍ଛାସେଵୀ ସଂଗଠନ ତରଫରୁ ବୃକ୍ଷ ରୋପଣ କରାଯାଇଛି । ମାନଵ ସମାଜ ବଞ୍ଚି ରହିବା ପାଇଁ ନିୟମିତ ଭାବରେ ବୃକ୍ଷ ରୋପଣ କରାଯିବା ଆବଶ୍ୟକ । ବୃକ୍ଷ ରୋପଣ ବୃକ୍ଷ ପାଳନ ମଧ୍ୟ ଵଡ ଆନନ୍ଦଦାୟକ କାର୍ଯ୍ୟ । ପରିବେଶ ଓ ଆମ ଗୃହ ତଥା ଆମ ଗ୍ରାମ ଗୃହ ଓ ନଗର ସ୍ଥାନରେ ବୃକ୍ଷ ରୋପଣ କରିବା ଉଚିତ ।

Leave A Reply

Your email address will not be published.

thirteen − 6 =