Daily Archives

ଭୁବନେଶ୍ୱର ସୈନିକ ସ୍କୁଲ ପରିସରରେ ରାଜ୍ୟପାଳଙ୍କ ଦ୍ୱାରା ହୀରକ ଜୟନ୍ତୀର ସ୍ୱତନ୍ତ୍ର ପୋଷ୍ଟର କଭର୍‌ ଏବଂ ପୋଷ୍ଟକାର୍ଡ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସୈନିକ ସ୍କୁଲ ପରିସରରେ ପୋଷ୍ଟାଲ ବିଭାଗ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ପୋଷ୍ଟ କଭର୍‌ ଏବଂ ପୋଷ୍ଟକାର୍ଡର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ
Read More...

ଶିକ୍ଷା ଜ୍ୟୋତି ସ୍ଥାପନ ସହ ଆରମ୍ଭ ହେଲା ପ୍ଲାଟିନମ ଜୁବୁଲି ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ସର୍ବ ପୁରାତନ ଉଚ୍ଚ ବିଦ୍ୟାଳୟ ଭାବରେ ବେସ ସୁନାମ ଅର୍ଜନ କରିଥିବା ତଥା ସମାଜକୁ ବହୁ ବିଶିଷ୍ଟ ପ୍ରଶାସନିକ ଅଧିକାରୀ, ରାଜନୈତିକ ନେତୃତ୍ୱ, ଗଣମାଧ୍ୟମ ତଥା ସାମରିକ ଅଧିକାରୀ ସୃଷ୍ଟି କରି ଦେଇଥିବା ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ୭୫
Read More...

୩ ଛାତ୍ରଛାତ୍ରୀଙ୍କ ସଫଳତା : ବିଦ୍ୟାଳୟ ସାରା ଖୁସିର ମାହୋଲ

ବୌଦ୍ଧ, (ମମତା ମହାକୁର) : ଚଳିତ ଶିକ୍ଷା ବର୍ଷରେ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ କଣ୍ଟାମାଲ ବ୍ଲକ ବଉଲସିଙ୍ଘା ଉଚ୍ଚପ୍ରାଥମିକ ବିଦ୍ୟାଳୟର ତିନିଜଣ ଛାତ୍ରଛାତ୍ରୀ ପ୍ରବେଶ ପରୀକ୍ଷାରେ । ଛାତ୍ରୀ କରିସ୍ମା, ଦିନେସ ବେହେରା ଓ ଅଂକେଶ ମହାକୁଡ଼ କୃତିତ୍ୱ ହାସଲ କରିଛନ୍ତି । ଛାତ୍ରଛାତ୍ରୀ
Read More...

ବେଲପଡ଼ା ଡାକ୍ତରଖାନା ପରିସରରେ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷମାନ ଭାରତ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମେଡିକାଲ ଅଫିସର ଡା. ରବିନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଆଶାକର୍ମୀମାନଙ୍କ ପ୍ରୋତ୍ସାହନ ରାଶି ମିଳିବା ଦାବୀ ନେଇ ନିଖିଳ ଓଡିଶା ଆଶାକର୍ମୀ ସଂଘ ଶାଖା ପକ୍ଷରୁ ଘସିଏନ୍‌ ଗୋଷ୍ଠୀ…

ଲାଞ୍ଚୁଆ ଏଏନ୍ଏମ୍‌ ବିପିଓ ଓ ବିପିଏମ୍‌ ବାଡାଙ୍କୁ ତୁରନ୍ତ ବଦଳି୭ ଦିନ ମଧ୍ୟରେ ଦାବୀ ପୂରଣ ନହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତାଳା ପକାଇ ଧାରଣା ଦେବାକୁ ଚେତାବନୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ
Read More...

ମୃତଦେହ ରଖି ରାସ୍ତାରେ ଆନ୍ଦୋଳନ : ହଟି ନାହିଁ ରାସ୍ତା ଅବରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହରର ଭଟଲି ଛକ ନିକଟରେ ଗତକାଲି ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଟ୍ରକ ଚାପାରେ ଜଣେ ବାଇକ୍‌ ଆରୋହୀ ତଥା ସହର ଉପକଣ୍ଠ ଡାଙ୍ଗ ନଦୀପଡ଼ାର କିଶୋର କୁମାର ବେଲଘରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ରାତି
Read More...

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ : କିସ୍କିନ୍ଧ୍ୟା, ସୁନ୍ଦରଳ ଓ ଲଙ୍କାକାଣ୍ଡ ମଂଚସ୍ଥ

ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ମ.ରାମପୁର ଆନୁକୂଲ୍ୟରେ ଚାଲିଥିବା ଶ୍ରୀରାମ ଲୀଳା ନାଟ୍ୟ ମହୋତ୍ସବର ତୃତୀୟ ତଥା ଶେଷ ଋଜନୀ(ବୁଧବାର)ରେ କିସ୍କିନ୍ଧ୍ୟା ସୁନ୍ଦରା ଓ ଲଙ୍କା କାଣ୍ଡ ମଂଚସ୍ଥ ହେଲା । ଶେଷ ରଜନୀରେ ଭରପୁର ଦର୍ଶକ ତଲ୍ଲୀନ ହେଇ ଶେଷ ଯାଏଁ
Read More...

ଉପରବାହାଲରେ ନାମଯଜ୍ଞ

ଝାରମୁଣ୍ଡା, (କେପିଏନ୍‌ଏସ୍‌) ଲୋଇସିଂହା ବ୍ଲକ୍‌ ଉପରବାହାଲ ଠାରେ ଉପରବାହାଲ ଗ୍ରାମବାସୀଙ୍କ ଅନୁକୂଲ୍ୟରେ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜପ ବିଶ୍ୱାଲ ଓ ପତ୍ନୀ କର୍ତ୍ତା କାର୍ଯ୍ୟ ତୁଲାଇଛନ୍ତି ।
Read More...

ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧ

ଭବାନୀପାଟଣା, (ପି.କେ. ସାହୁ) : ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧ । ସୂଚନା ଅନୁସାରେ କିଛିଦିନ ତଳେ ଜଣେ ବୃଦ୍ଧଙ୍କୁ ସମାଜସେବୀ ଯଶୋବନ୍ତ ରଣା ଓ ରାଜେଶ ଗୌଡ଼ କରଳାଗୁଡା ପଞ୍ଚାୟତ ଖଇର୍ମାଲ ଗାଁର ପୋଖରୀ ହୁଡ଼ାରୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ଠାରେ
Read More...

ସିନ୍ଧେକେଲା ପଲ୍ଲିଶ୍ରୀ କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲିଶ୍ରୀ କଲେଜରେ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଟିଟିଲାଗଡରୁ ମାଷ୍ଟର ଟ୍ରେନର ଭାବେ ପଲ୍ଲବୀ ସାଗର ଯୋଗ ଦେଇଛନ୍ତି । ଉଦ୍‌ଘାଟନୀ ଉଦ୍‌ଘାଟନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରମୋଦ
Read More...