Daily Archives

ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : ଲମତାପୁଟ ପୋଲିସକୁ ମିଳିଲା ବଡ଼ ସଫଳତା ସାନକିଚିବ ଗ୍ରାମରୁ ଉତ୍ତର ପ୍ରଦେଶ ଗଞ୍ଜେଇ ଚୋରା ଚାଲଣ ବେଳେ ପୋଲିସ ହାତରେ ଧରାପଡିଲା ଗଞ୍ଜେଇ ମାଫିଆ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍‌.ଡି.ପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ଟିମ୍…
Read More...

ସମ୍ଵଲପୁର ବିଶ୍ଵବିଦ୍ୟାଳୟର ନାକ୍ କମିଟି ସଦସ୍ୟ ଭାବରେ ଅଧ୍ୟାପକ ଟେକଚାନ୍ଦ ଦୁଆନ ମନୋନୀତ

ସମ୍ବଲପୁର : ସମ୍ଵଲପୁର ବିଶ୍ଵବିଦ୍ୟାଳୟର ନାକ୍ କମିଟି ସଦସ୍ୟ ଭାବରେ ଅଧ୍ୟାପକ ଟେକଚାନ୍ଦ ଦୁଆନ କୁଳପତିଙ୍କ ଦ୍ଵାରା ମନୋନୀତ ହୋଇଛନ୍ତି । ସେ ପୂର୍ବରୁ ମଧ୍ୟ ଜାତୀୟ ସେବା ଯୋଜନା ପରାମର୍ଶ ଦାତା କମିଟି ଓ ରେଗିଂ ନିୟନ୍ତ୍ରଣ କମିଟିର ସଦସ୍ୟ ରହିଥିଲେ । ସୋହେଲା ମହାବିଦ୍ୟାଳୟର ପ୍ରାରମ୍ଭିକ…
Read More...

ତେଲକୋଇରେ ଗୋଠଛଡ଼ା ହାତୀର ଉପଦ୍ରବ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇରେ ଗୋଠଛଡ଼ା ଦନ୍ତା ହାତୀର ଉପଦ୍ରବ । ସୋମବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ତେଲକୋଇ ରେଞ୍ଜ୍ ଖୁଣ୍ଟାପଡା ଗାଁ ତଳସାହିରେ ପଶି ତପସ୍ଵିନୀ ସେଠୀଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ ଦଇତାରି ସାହୁଙ୍କ ମୁଗବାଡିରେ ପଶି ମୁଗ ଫସଲକୁ ନଷ୍ଟ କରିଦେଇଛି ।…
Read More...

ଦୁର୍ବୃତ୍ତଙ୍କ ଆକ୍ରମଣରେ ମାଆ-ପୁଅ ଗୁରୁତର

ସୋର : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାରାହପୁର ଗ୍ରାମର ଅଙ୍ଗୁର ଘୋଷ ଓ ତାଙ୍କ ମା ରେବତୀ ଘୋଷ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବାରାହପୁର ଗ୍ରାମର ରେବତୀ ବାହାରକୁ ପରିସ୍ରା…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ…
Read More...

ଫିଟ୍ ଇଣ୍ଡିଆ କୁଇଜ୍ ରାଜ୍ୟ ବିଜେତାମାନଙ୍କ ନାମ ଘୋଷଣା

• ଓଡ଼ିଶାରୁ ଜିତିଲେ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍ ସ୍କୁଲର କନିଷ୍କ ଓ ହ୍ଵିପ୍ କୁମାର ବେହେରା• ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୩୬ ଜଣ ବିଜେତା ନୂଆଦିଲ୍ଲୀ, (ପିଆଇ) : ଫିଟ୍ ଇଣ୍ଡିଆ କୁଇଜ୍ ରାଜ୍ୟ ରାଉଣ୍ଡର ୩୬ ଜଣ…
Read More...

କୃଷକ ଉତ୍ପାଦକ କମ୍ପାନୀ ପ୍ରଶିକ୍ଷଣ ଶିବିର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାରେ କୃଷକଙ୍କ ଉତ୍ପାଦନ ବୃଦ୍ଧି ସହ ଉପଯୁକ୍ତ ବଜାର ବ୍ୟବସ୍ଥା ପାଇଁ କୃଷକ ଉତ୍ପାଦକ କମ୍ପାନୀମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଆଗାମୀ ଦିନରେ ବିଭିନ୍ନ ଫସଲର ବିହନଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ରହିଥିବା ବିଭିନ୍ନ ସମସ୍ୟାକୁ…
Read More...

ଏପ୍ରିଲ ୧୬, ୧୭ ଓ ୧୮ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ରାଷ୍ଟ୍ରୀୟ ଅଧିବେଶନ : ରବି ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଆସନ୍ତା ଏପ୍ରିଲ ୧୬, ୧୭ ଓ ୧୮ ତିନିଦିନ ଧରି କୋରାପୁଟର ଜୟପୁର ସ୍ଥିତ ଏମଏସ୍‌ ସ୍ୱାମୀନାଥନ କୃଷି ଗବେଷଣା କେନ୍ଦ୍ର ଠାରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସଂଗଠନର ସଭାପତି ରବି…
Read More...

ଦୟଣାଚୋରୀ ମେଳନ ଉତ୍ସବ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରୀ ପର୍ବ ଅନୁରୁପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଳ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆର ଆରାଧ୍ୟ ଠାକୁର ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀରାଧାମୋହନଦେବଙ୍କ ଓଡିଶା ପ୍ରସିଦ୍ଧ ଦୟଣାଚୋରୀ ଯାତ୍ରା ଜମାଣ ଏପ୍ରିଲ ୧୫…
Read More...

ବହୁ ପ୍ରତିକ୍ଷିତ ଚଙ୍ଗରିଆ ନୂତନ ପଞ୍ଚାୟତ ଗୃହ ବିଡିଓଙ୍କ ଦ୍ଵାରା ଶୁଭ ଉଦ୍‌ଘାଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବହୁ ପ୍ରତିକ୍ଷିତ ନୂତନ ଚଙ୍ଗରିଆ ଗ୍ରାମ ପଞ୍ଚାୟତ ଗୃହ ଖପ୍ରାଖୋଲ ବିଡ଼ିଓ ରଶ୍ମୀ ରଞ୍ଜନ ରାଉତଙ୍କ କରକମଳରେ ସୋମବାର ଦିନ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ତଥା…
Read More...