Daily Archives

ଯକ୍ଷ୍ମାରୋଗ ନିରାକରଣ ନିମନ୍ତେ ସଚେତନତାର ବାର୍ତ୍ତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଯକ୍ଷ୍ମାରୋଗ ନିରାକରଣ ଯୋଜନା ମାଧ୍ୟମରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ୱାସ୍ଥ୍ୟମିଶନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ଏସ୍‌.ଏଚ.ଜି. ଗ୍ରୁପ, ବିଭିନ୍ନ ଆଞ୍ଚଳିକ…
Read More...

ରୋଟାରୀୟାନ ରେଖା ମହାନ୍ତିଙ୍କୁ ଶ୍ରେଷ୍ଠ ସଭାପତି ସମ୍ନାନ ପୁରସ୍କାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଶ୍ଚିମବଙ୍ଗର ଦୀଘାଠାରେ ଅନୁଷ୍ଠିତ ହୋଇଥିବା ରୋଟାରୀ ଜିଲ୍ଲା ୩୨୬୨ର ବାର୍ଷିକ ସାମାରୋହ "ପରିବର୍ତ୍ତନ"-୨୦୨୨ ଅବସରରେ ଛତ୍ରପୁର ରୋଟାରୀ କ୍ଲବର ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କୁ ରୋଟାରୀ କ୍ଲବ ଶ୍ରେଷ୍ଠ ସଭାପତି ସମ୍ମାନରେ ମାନପତ୍ର ସହ ପଦକରେ…
Read More...

ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ କଲେଜରେ ଆଡମିଶନ ଅଭିଯୋଗ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ବରରେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ କଲେଜରେ ଆଡମିସନ୍ ଘଟଣା ପଦାକୁ ଆସିଛି । ଗତ ତିନି ବର୍ଷର ତଥ୍ୟ ଯାଞ୍ଚ କରିବା ପରେ ବିଜେବି କଲେଜରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି ।…
Read More...

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବଲାଙ୍ଗିରର ପ୍ରଶାନ୍ତ ଦାଶ ଜିତିଲେ ସ୍ୱର୍ଣ୍ଣପଦକ

ବଲାଙ୍ଗିର, (ଦେବଶିଷ ମିଶ୍ର) : ସ୍ଥାନୀୟ କଳା ମଣ୍ଡପ ପଡିଆଠାରେ ଦୁଇ ଦିନ ଧରି ୧୯ତମ ସିନିୟର ବଡି ବିଲଡିଂ ଚମ୍ପିୟାନସିପ୍‌ (ମିଷ୍ଟର ଓଡିଶା-୨୦୨୨) ଉଦ୍‌ଯାପିତ ହୋଇଯାଇଛି । ୧୪ଟି ଓଜନ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୁଷ ବଡିବିଲଡିଂ ସହ ଉଭୟ ପୁରୁଷ ଓ ମହିଳା ବର୍ଗରେ ଫିଜିକ୍‌…
Read More...

ହୁମ୍ମାରେ ଜଳ ସ୍ୱଚ୍ଛତା ଦିବସ ପାଳିତ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମ ପଞ୍ଚାୟତରେ ଜଳ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ବିରଭଦ୍ର ହାଇସ୍କୁଲ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ଵାରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଥିରେ ଗଞ୍ଜାମ ବ୍ଲକ…
Read More...

ସନ୍ଥପଡା ଗ୍ରାମରେ ହାତୀ ଉପଦ୍ରବ : ୧ ମୃତ ୧ ଗୁରୁତର

ତାଳଚେର : ତାଳଚେର ସନ୍ଥପଡା ଗ୍ରାମରେ ବିଳମ୍ବିତ ରାତିରେ ଶୋଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ହୋଇଥିବା ଖବର ମିଳିଛି । ମୃତକ ଜଣକ କାଞ୍ଚନ ମୁଣ୍ଡା ଓ ଗୁରୁତର ସ୍ୱାମୀ ଜଣକ ମୁକୁନ୍ଦ ମୁଣ୍ଡା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ…
Read More...

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

କଟକ : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍‌ଏଲ୍‌ୟୁ)ର ଜଣେ ଏଲ୍‌ଏଲ୍‌ବି ଦ୍ଵିତୀୟ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ମିଳିଛି । ପୁଲିସକୁ ଛାତ୍ରୀଙ୍କ ପରିଚୟ ମିଳି ନ ଥିବା ବେଳେ ସେ ରାଜ୍ୟ ବାହାରର ବୋଲି କୁହାଯାଉଛି । ରାତି ପ୍ରାୟ ୮ଟା ୩୦ ବେଳେ ଛାତ୍ରୀଜଣକ ଫାଶୀ ଲଗାଇ ଝୁଲିଥିବା…
Read More...

ଜେଇଇ ମେନ୍‌ ପଞ୍ଜୀକରଣ ଆଜି ଅନ୍ତିମ ଦିନରେ : ଏପ୍ରିଲ୍‌ ୨୧ରୁ ସେସନ୍‌-୧ ଜେଇଇ ମେନ୍‌ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୨ ପାଇଁ ପଞ୍ଜୀକରଣ ଶେଷ ହେବ । ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ କରାଯାଉଥିବା ଏହି ପରୀକ୍ଷାରେ ଚଳିତଥର ନେଗେଟିଭ୍‌ ମାର୍କିଂ ରହିବ । ଛାତ୍ରଛାତ୍ରୀ ଇଂରାଜୀ, ହିନ୍ଦୀ, ଗୁଜରାଟୀ…
Read More...

ଖଡ଼ିବାଡ଼ିରେ ନିଆଁ ଲାଗି ଜଳିଗଲା ଶହେ ଏକରରୁ ଅଧିକ ଫସଲ : ଲକ୍ଷାଧିକ ଟଙ୍କାର କ୍ଷତି

ଭୋଗରାଇ : ଭୋଗରାଇ ବ୍ଲକ ଚକପାରୁଳିଆ ବିଲରେ ଖଡ଼ିବାଡ଼ିରେ ନିଆଁ ଲାଗି ଶହେ ଏକରରୁ ଅଧିକ ଫସଲ ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ଅଦୁସାରେ ଭୋଗରାଇ ବ୍ଲକ ଚକପାରୁଳିଆ ବିଲରେ ଖଡ଼ିବାଡ଼ିରେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁର…
Read More...

ଦମ୍ପତିଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର ନିକଟ ଝଗଡପାଡି ଗାଁରେ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଖବର ମିଳିଛି । ମୃତକମାନେ ବାପୁନ ପତି ଓ ତାଙ୍କ ପତ୍ନୀ ବୋଲି ଜଣାପଡିଛି । ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟ ଝଗଡପାଡି ଗାଁର ବାପୁନ ପତି ଓ ତାଙ୍କ ସ୍ତ୍ରୀ କୌଣସି…
Read More...