Daily Archives

ଆମ୍ବେଦକର ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ସ୍ଥିତ ବିଶ୍ୱକର୍ମା ମଣ୍ଡପ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ନିରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଏପ୍ରିଲ ୧୪ରେ ସମ୍ବିଧାନ ପ୍ରଣେତା ଡ଼. ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପ୍ରତ୍ୟେକ ବ୍ଲକ…
Read More...

ସ୍ୱର୍ଗତ ରାଧାକାନ୍ତ ଭୋଇ ମେମୋରିଆଲ ଫ୍ଳଡ ଲାଇଟ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ସବଡିଭିଜନ ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମ ପଞ୍ଚାୟତର ଦମକିପାଲି ଗ୍ରାମରେ ପ୍ରଥମ ବର୍ଷ ଦୁଇ ଦିନ ତା.୨ ଓ ୩ ରିଖ ଧରି ସ୍ୱର୍ଗତ ରାଧାକାନ୍ତ ଭୋଇ ମେମୋରିଆଲ ଫ୍ଳଡ ଲାଇଟ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ରାଧାକାନ୍ତ…
Read More...

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଗଣଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଂଗଠନର ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ମରୁଡି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡର ଗାଇସିଲେଟ ବ୍ଲକ, ରାଜବୋଡାସମ୍ବର ବ୍ଲକ, ସୋହେଲା ବ୍ଲକ, ବିଜେପୁର ବ୍ଲକ, ଝାରବନ୍ଧ ବ୍ଲକ ତଥା ପାଇକମାଲ ବ୍ଲକର ଶତାଧିକ ଚାଷୀ ପୂର୍ବ ନିର୍ଦ୍ଧାରିତ ସମୟ ଓ…
Read More...

ହାତୀବନ୍ଧା ହାଇସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅର୍ନ୍ତଗତ ହାତୀବନ୍ଧା ହାଇସ୍କୁଲଠାରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ ଜୟନ୍ତୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଜ୍ଞାନ ମେଳାକୁ ଉଦ୍‌ଘାଟନ କରିଥିଲେ । ଏ ଅବସରରେ ବିଦ୍ୟାଳୟର…
Read More...

ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଘାଟମାଲ ପଞ୍ଚାୟତ ଡୁମେରବାହାଲ ଅଙ୍ଗନବାଡି କେନ୍ଦ୍ରଠାରେ ଆଜି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତି ନୂତନ ଭାବରେ ନିର୍ବାଚିତ ହୋଇ ଆସିଥିବା ସମିତିଙ୍କୁ ସଭାର ସଭାପତି ଦାୟିତ୍ୱ ଦିଆଯାଇଥିଲା ।…
Read More...

ଟ୍ରକ୍ ଦୁର୍ଘଟଣା, ୨ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁମ୍ବାଇ କୋଲକାତା ଜାତୀୟ ରାଜପଥର ସୋହେଲା ନିକଟ ଗଡତିଆ ଟିକାଠାରେ ଏକ ଅଙ୍ଗୁର ବୋଝେଇ ଟ୍ରକ ଦୁର୍ଘଟଣା ଘଟି ଓଲଟି ପଡ଼ିଥିଲା । ଫଳରେ ସେଥିରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଟ୍ରାନ୍ସଫରମରକୁ ଧକ୍କା…
Read More...

ମା’ ସମଲେଶ୍ଵରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁରଠାରେ ଯାଦବ ସମାଜ ପକ୍ଷରୁ ମା' ସମଲେଶ୍ଵରୀ ଦେବୀଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପବିତ୍ର ଚୈତ୍ର ନବରାତ୍ର ବାସନ୍ତୀ ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହୋଇଯାଇଛି । ଚାରି ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟେହ ହୋମ୍ ଯଜ୍ଞର ଆୟୋଜନ…
Read More...