Daily Archives

ଶ୍ରୀକାନ୍ତ ଭୋଇ ମେମୋରିଆଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଟିଟିଲାଗଡ଼ ଟିମ୍‌ ଚମ୍ପିୟାନ ବିବେଚିତ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରମେଶ ସିଂ ଭୋଇ ଷ୍ଟାଡିୟମଠାରେ ଦ୍ଵିତୀୟ ବର୍ଷ ସଇଁନ୍ତଲା କପ ତଥା ଶ୍ରୀକାନ୍ତ ଭୋଇ ମେମୋରିଏଲ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ
Read More...

ଶିଶୁ ସାହିତ୍ୟ ପତ୍ରିକା ‘କଳାମାଣିକ’ ଉନ୍ମୋଚିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶିଶୁ ସାହିତ୍ୟ ପ୍ରତି ଶିଶୁ ମାନଙ୍କର ମମତା ସୃଷ୍ଟି ହେଲେ ଯାଇ ସାହିତ୍ୟର ବିକାଶ ସାଧିତ ହୋଇପାରିବ । ତେଣୁ ଶିଶୁମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବାର ଗୁରୁ ଦାୟିତ୍ବ ଶିଶୁ ପତ୍ରିକା ମାନଙ୍କର ରହିଛି । ଶିଶୁ ପତ୍ରିକାର ନିର୍ବାଚିତ ଶିଶୁ ମନଲାଖି
Read More...

ପାହାଡି ତରଙ୍ଗ ତରଫରୁ ଲତା ମଙ୍ଗେସ୍‌କରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ" ପାହାଡ଼ି ତରଙ୍ଗ "ତରଫରୁ ସଂଗୀତ ଓ ନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭାରତର କୋକିଳ ମହିୟସୀ ଲତା ମଙ୍ଗେସ୍‌କର ଇହଲୀଳା ସମ୍ବରଣ କଲେ । ସମସ୍ତ ଅନୁଷ୍ଠାନ
Read More...

ଭାରତ ବିକାଶ ପରିଷଦ ଦ୍ୱାରା ସର୍ବ ଭାରତୀୟ ସ୍ତରରେ ଏକକ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ଦ୍ୱାରା ସର୍ବ ଭାରତୀୟ ସ୍ତରରେ ଏକକ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗୀତାରେ ଗୁରୁ ନାନକ ପବ୍ଲିକ୍ ସ୍କୁଲ, ରାଉରକେଲାର ଚତୁର୍ଥ ଶ୍ରେଣୀ ଛାତ୍ରୀ ସୁଶ୍ରୀ ଅନୁଷ୍କା ମହାନ୍ତି ଚତୁର୍ଥ ସ୍ଥାନ ଅଧିକାର କରି
Read More...

ଇଲେଭେନ୍‌ ଷ୍ଟାର୍‌ କ୍ରିକେଟ୍‌ କପ୍‌ ଉଦ୍‌ଯାପିତ : ପଦ୍ମପୁର ଚାମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିତାଠାରେ ଇଲେଭେନ୍‌ ଷ୍ଟାର ଦ୍ଵାରା ଆୟୋଜିତ ୧୧ତମ ଇଲେଭେନ ଷ୍ଟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବୁଡେନ ଦଳ ଭଗତପୁର ଦଳକୁ ହରାଇ ଏବଂ ପଦ୍ମପୁର ଦଳ ଗଡ଼ଭାଟି ଦଳକୁ ହରାଇ
Read More...

କାର୍‌ ସହ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ବାଇକ୍ ଆରୋହୀ ଆହତ, ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ପାଢେଲ ଗ୍ରାମର ଡୁମେରପଦର ଯିବା ଚଳା ରାସ୍ତା ପାଖରେ ଏକ କାର ସହ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଦୁଇ ବାଇକ୍ ଚାଳକ ହେଲେ ଧଉଁରା ଦାଦରର ଟିକେଶ୍ଵର ବରିହା (୫୪) ଓ ଡୁମେରପଦର ଅର୍ଜୁନ ସାହୁ (୪୫) ବୋଲି ଜଣାପଡିଛି ।
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ସରସ୍ୱତୀ ପୂଜା ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌) : ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦହମୁଣ୍ଡା ସ୍ଥିତ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବିଦ୍ୟା ଦାୟିନୀ ମାଆ ସରସ୍ୱତୀଙ୍କର ପୂଜା କରୋନା କଟକଣା ମଧ୍ୟରେ ପାଳନ କରାଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ଜୟଦେବ ଦାସ
Read More...

ମାଣ୍ଡୋସିଲ ଡଷ୍ଟ ଡେଭିଲସ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମାଣ୍ଡୋସିଲ ଚାମ୍ପିଅନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମଠାରେ ଚାଲିଥିବା ୨୦ ତମ ଡଷ୍ଟ ଡେଭିଲସ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସେମି ଫାଇନାଲ୍ ମାଣ୍ଡୋସିଲ ଡ଼ଷ୍ଟ ଡେଭିଲସ୍ ସହିତ ପତ୍ରାଗୁଡ଼ା ଦଳ ମଧ୍ୟରେ ହୋଇଥିଲା ଏଥିରେ ମାଣ୍ଡୋସିଲ ଦଳ ବିଜୟ ଲାଭ କରି ପ୍ରଥମ ଦଳ ଭାବେ
Read More...

ଯଶୋବନ୍ତି ବଘାରଙ୍କ ପାଇଁ ନରସିଂହଙ୍କ ନିର୍ବାଚନ ପ୍ରଚାର

ନାରୀ ସଶକ୍ତିକରଣ ପାଇଁ କଂଗ୍ରେସ ସପକ୍ଷରେ ଭୋଟ କରନ୍ତୁ ଜନତା : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଣେ ନାରୀ ସଶକ୍ତ ହେଲେ ତାର ଉଭୟ ପରିବାରକୁ ବଳ ମିଳେ, ଏହା ସର୍ବବିଦିତ । ଝିଅ, ଭଉଣୀ, ମା', ବୋହୁ, ଶାଶୁ ଆଦି ସବୁ ରୂପରେ ଜଣେ ନାରୀ ତାର ପରିବାର ଓ ପରିଚିତଙ୍କ ମଙ୍ଗଳ ପାଇଁ
Read More...

ଶାଳି ଭିଣୋଇ ପ୍ରେମ ଲୀଳା : ଶାଳି ଗର୍ଭବତୀ, ଭିଣୋଇ ହଟହଟା

ବେଗୁନିଆ : ଶାଳି ଭିଣୋଇ ପ୍ରେମ ଲୀଳା ଏବେ ଅଭାବନୀୟ ଲୋକ ଲଜ୍ଜାରେ ପରିଣତ ହୋଇଛି । ବେଗୁନିଆ ବ୍ଳକ ଅଧୀନସ୍ଥ ବଡବେରଣା ପଞ୍ଚାୟତର ଏକ ଗ୍ରାମରେ ଏହି ଘଟଣା ଘଟିଛି । ଶ୍ୱଶୁର ଘରକୁ ବାରମ୍ବାର ଯା’ ଆସ କରୁଥିବା ଜ୍ୱାଇଁ ପରିବାର ପାଇଁ କଳଙ୍କ ପାଲଟିଛି । ନାବାଳିକା ଶାଳି ସହ ଶାରୀରିକ ସମ୍ପର୍କ
Read More...