pakka

ଶାଳି ଭିଣୋଇ ପ୍ରେମ ଲୀଳା : ଶାଳି ଗର୍ଭବତୀ, ଭିଣୋଇ ହଟହଟା

bbehera

ବେଗୁନିଆ : ଶାଳି ଭିଣୋଇ ପ୍ରେମ ଲୀଳା ଏବେ ଅଭାବନୀୟ ଲୋକ ଲଜ୍ଜାରେ ପରିଣତ ହୋଇଛି । ବେଗୁନିଆ ବ୍ଳକ ଅଧୀନସ୍ଥ ବଡବେରଣା ପଞ୍ଚାୟତର ଏକ ଗ୍ରାମରେ ଏହି ଘଟଣା ଘଟିଛି । ଶ୍ୱଶୁର ଘରକୁ ବାରମ୍ବାର ଯା’ ଆସ କରୁଥିବା ଜ୍ୱାଇଁ ପରିବାର ପାଇଁ କଳଙ୍କ ପାଲଟିଛି । ନାବାଳିକା ଶାଳି ସହ ଶାରୀରିକ ସମ୍ପର୍କ ଯୋଗୁଁ ଶାଳି ୫ ମାସର ଗର୍ଭବତୀ ହେବା ପରେ ଏବେ ଘଟଣା ଥାନାରେ ପହଁଞ୍ଚିଛି । ଏବେ ପ୍ରେମିକ ପ୍ରବର ଭିଣୋଇଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

13 − 2 =