Daily Archives

ଚିରନିଦ୍ରାରେ ସୁର ସମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେଶକର୍‌ଙ୍କୁ ଭାବପୂର୍ଣ୍ଣ ବିଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଯାହାଙ୍କ କଣ୍ଠରେ ସ୍ୱୟଂ ସରସ୍ଵତୀ ବିଜେ କରିଥିଲେ ସେହି କଣ୍ଠ ଆଜି ରୁଦ୍ଧ ହୋଇଗଲା । ନୀରବୀ ଗଲେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକର୍ । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଜାତୀୟ ଗଣମାଧ୍ୟମରୁ ଲତାଙ୍କ ମୃତ୍ୟୁକୁ ନେଇ ଖବର ପ୍ରକାଶ ପାଇଛି
Read More...

ସାମ୍ବାଦିକଙ୍କ ଅକାଳ ବିୟୋଗରେ ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ଶୋକସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ପ୍ରେସ କ୍ଳବ ତରଫରୁ ଗଂଜାମ ସହର ସ୍ଥିତ କାଶୀ ବିଶ୍ଵନାଥ ଶୈବପୀଠ ପ୍ରାଙ୍ଗଣରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମୋହନଗିରି ରାସ୍ତାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌
Read More...

ବୁଢାରଜା କ୍ରିକେଟ ଏସୋସିଏସନ୍‌ ପକ୍ଷରୁ ଆୟୋଜିତ କ୍ରିିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଗିଧମାଲ ଚାମ୍ପିୟାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗିଧମାଲ ଗ୍ରାମରେ ବୁଢାରଜା କ୍ରିକେଟ ଏସୋସିଏସନ୍‌ ପକ୍ଷରୁ ଆୟୋଜିତ କ୍ରିିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ମ୍ୟାଚ୍‌ ଗିଧମାଲ ଏବଂ ବାନୁପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ
Read More...

ବାଘମୁଣ୍ଡ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପାଲଟିଛି ଆର୍ବଜନା କୁଣ୍ଡ : କେନ୍ଦ୍ରରେ ୪ ବର୍ଷରୁ ଅଧିକ ହେବ ଏଏନ୍ଏମ…

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ପ୍ରତ୍ୟେକ ପଞ୍ଚାୟତ ଗୁଡ଼ିକରେ ସ୍ୱସ୍ଥ୍ୟେ ଓ ଆରୋଗ୍ୟ ସେବା କେନ୍ଦ୍ର ବା ଉପସ୍ୱସ୍ଥ୍ୟେ କେନ୍ଦ୍ର ଖୋଲିଛନ୍ତି । ହେଲେ ବାଘମୁଣ୍ଡ ସ୍ୱାସ୍ଥ୍ୟ ଓ
Read More...

ବଲାଙ୍ଗିର ରକ୍ତ ଭଣ୍ଡାରେ ରକ୍ତଦାନ କରି ରୋଗୀଙ୍କ ଜୀବନ ବଂଚାଇଲେ ପଶ୍ଚିମ ଓଡିଶା ଯୁବା ମଂଚର ଯୁବ ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା କାଳରେ ରକ୍ତ ଭଣ୍ଡାରଗୁଡିକରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ରକ୍ତ ନ ପାଇବାରୁ ଅନେକ ରୋଗୀମାନେ ହଇରାଣ ହେଉଛନ୍ତି । ତେବେ ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ରକ୍ତ ଭଣ୍ଡାରଠାରେ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ବ୍ଲକରୁ ୨ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୧ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୩ ଜଣ, ବେଲପଡା ବ୍ଲକରୁ ୨ ଜଣ, ଦେଓଗାଁ
Read More...

ବେହେରାପାଲିରେ ବସନ୍ତ ମହୋତ୍ସବ : ପୂଜ୍ୟ ପୂଜା କରି ସରସ୍ୱତୀ ପୂଜା କଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଞ୍ଚାୟତ ବେହେରାପାଲି ଗ୍ରାମ ଠାରେ ବସନ୍ତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ସରସ୍ୱତୀ ପୂଜା ଠାରୁ ତିନିଦିନ ଧରି ଆୟୋଜିତ ହେଉଥିବା ଏହି ଉତ୍ସବ କୋଭିଡ କଟକଣା ଯୋଗୁଁ ଦୁଇ ଦିନରେ ସୀମିତ
Read More...

କାର-ବାଇକ୍‌ ମୁହାଁମୁହିିଁ ଧକ୍କା : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ପାଟଣାଗଡ଼ ରାସ୍ତା ହର୍ଡାଟାଲ ଢାବା ଛକ ନିକଟରେ କାର୍- ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କାର୍ ବାଇକକୁ ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି । ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା
Read More...

ବାସନ୍ତୀ ପାଠାଗାରର ୩୬ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୩୬ତମ ବାର୍ଷିକୋତ୍ସବ କୋଭିଡ ଗାଇଡ୍ ଲାଇନ ଅନୁଯାୟୀ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ
Read More...

ବାପ ଛେଉଣ୍ଡ ଝିଅକୁ ବିବାହ କରାଇଲେ କିନ୍ନର ରାବିଆ : ନାତିର ଜନ୍ମ ବାର୍ଷିକୀରେ ଆଈଙ୍କ ଭୂମିକା ତୁଳାଇଲେ

ମୋରେନା : ନବଜାତ ଶିଶୁର ମଙ୍ଗଳ ପାଇଁ ପ୍ରାର୍ଥନା କରୁଥିବା ଏବଂ ଲୋକଙ୍କ ଖୁସି ପାଇଁ 'ଅଭିନନ୍ଦନ' ବାଂଟୁଥିବା ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଅସହାୟଙ୍କ ପାଇଁ ହାତ ବଢ଼ାନ୍ତି । ଏହାର ସଦ୍ୟତମ ଉଦାହରଣ ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ଅମ୍ବାଠାରେ ସାମ୍ନାକୁ ଆସିଛି । ଅମ୍ବାରେ କିନ୍ନର ରାବିଆ
Read More...