Daily Archives

ଜରାସିଂହାରେ ବାଲ୍ୟ ବିବାହକୁ ବନ୍ଦ କଲା ବଲାଙ୍ଗିର ଚାଇଲ୍ଡ ଲାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗ୍ରାମରେ ବଲାଙ୍ଗିର ୟୁଥ୍‌ ଫର୍‌ ଚିଲ୍‌ଡ୍ରେନ ତରଫରୁ ଏକ ବାଲ୍ୟ ବିବାହ ବନ୍ଦ କରାଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗ୍ରାମରେ ଏକ ନାବାଳିକାକୁ ବିବାହ
Read More...

କବିତା : ଫେରନ୍ତା ପକ୍ଷୀ

ତ୍ରିନାଥ ସିଂହ ହାତରୁ ଗଳିପଡ଼ିଥିବା ଦର୍ପଣରଚୁରମାର୍ କାଚ,ଡାକରେ ପଡ଼ିସାରିଥିବାଦୁର୍ବଳ ମୁହୂର୍ତ୍ତର ଚିଠି,ଆଙ୍ଗୁଠି ଫାଙ୍କଦେଇ ଖସିଯାଇଥିବାନିଷ୍ପାପ ଆୟୁଷ… : ସେଇ ଏକା କଥା । ନା ପୁନର୍ବାର ଫେରିଆସେଛିଣ୍ଡି ପଡ଼ିଥିବା ତାରାଆକାଶର ଡେମ୍ଫକୁ…ନା ବହି ଯାଇଥିବାଯନ୍ତ୍ରଣା- ମଧୁର-
Read More...

ଜିଲ୍ଲା କଂଗ୍ରେସର ପ୍ରଚାର ପ୍ରସାର କମିଟି ଗଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରଚାର ପ୍ରସାର କମିଟି ଗଠନ କରାଯାଇଛି । ବରିଷ୍ଠ ସଭ୍ୟ ଯୁଗଲ ପ୍ରସାଦ ସିଂ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ସଂଯୋଜକ ଭାବେ ପ୍ରତାପ ନାଏକ ରହିଛନ୍ତି । ସଭ୍ୟ ଭାବେ ପ୍ରକାଶ ଚନ୍ଦ୍ର
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତସ୍ତରୀୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଚାଣ୍ଟିପାଲି ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନର ବ୍ଲକ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜବୋଡାସମ୍ବର
Read More...

ଦୁର୍ଘଟଣାରେ ଚାଲିଗଲା ହିମାଂଶୁଙ୍କ ଜୀବନ : ଆଉ ଦିନ କେଇଟା ପରେ ବାଜିଥାନ୍ତା ସାହାନାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) :୧୦ ଦିନ ପରେ ବାଜିଥାନ୍ତା ସାହାନାଇ ହେଲେ ଲିଭିଗଲା ଜୀବନ ଦୀପ । ବାହାଘର ପାଇଁ ପ୍ରାୟ ସବୁକିଛି ପ୍ରସ୍ତୁତି ସରିଥିଲା । ଆଉ ୧୦ ଦିନ ପରେ ଥିଲା ବାହାଘର । ହେଲେ ବରପିଲା ଆଜି ନିଜ ସାଥୀ ସହ ବଲାଙ୍ଗିରକୁ ବାହାଘର ପାଇଁ କପଡା କିଣି ଆସୁଥିବା ବେଳେ ସାଆନ୍ତପୁର
Read More...

ନାବାଳିକାଙ୍କୁ ଅପହରଣ କରି ରାଞ୍ଚିକୁ ନେଇଗଲା ବଳାତ୍କାରୀ, ୬ ମାସ ଧରି ବଳାତ୍କାର କଲା, ୧୭ ବର୍ଷର ଝିଅ ଅନ୍ତସତ୍ତ୍ୱା

ଯଶପୁର : ଛତିଶଗଡ଼ର ଯଶପୁର ଜିଲ୍ଲାର ସନ୍ନା ପୋଲିସ ଷ୍ଟେସନ ଝାଡଖଣ୍ଡ ରାଞ୍ଚିରୁ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ୧୭ ବର୍ଷର ଝିଅକୁ ଅପହରଣ କରି ତାଙ୍କ ସହ ଜୋର୍‌ ଜବର୍‌ଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୧୩ ଅକ୍ଟୋବର ୨୦୨୧ରେ ଜଣେ
Read More...

ଯୁବକଙ୍କ ଆତ୍ମହତ୍ୟା : ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କଲା ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହର ବନ୍ଦର ସାହିର ସୋମନାଥ ଗୌଡ଼(୨୩)ଘର ଗାଧୁଆ ଘରେ ପିନ୍ଧିଥିବା ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର
Read More...

ସୁମନ୍ତ ଭୋଇଙ୍କୁ ବସ୍‌ ମାଲିକ ସଂଘର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ତଥା ବରିଷ୍ଠ ସଭ୍ୟ ସୁମନ୍ତ ଭୋଇଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ପରିସରରେ ଶୋକର ଛାୟା ଖେଳିଯାଇଛି । ଅସମୟରେ ହଠାତ୍‌ ତାଙ୍କ ପରଲୋକ ଗମନକୁ ସଭ୍ୟମାନେ ସହଜରେ ଗ୍ରହଣ କରିପାରୁ
Read More...

କୋଭିଡ୍‌ ଗ୍ରାଫ ତଳ ମୁହାଁ : ଜିଲ୍ଲାରେ କମୁଛି ସଂକ୍ରମଣ

ସମସ୍ତେ କୋଭିଡ କଟକଣା ମାନିବାକୁ ପ୍ରଶାସନର ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କରୋନାର ତୃତୀୟ ଲହର ଓମିକ୍ରନର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା ସଫଳ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଗ୍ରାଫ୍ ଲଗାତାର ଭାବେ ତଳମୁହାଁ ହେବାରେ
Read More...

ପଦ୍ମପୁରରେ ହେବ କାଳୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର କଲେଜ ରୋଡ ସ୍ଥିତ କାଳୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ମାର୍ଚ୍ଚ ମାସରେ କରାଯିବା ପାଇଁ କାଳୀ ମନ୍ଦିର କମିଟି ତରଫରୁ ଜଣାଯାଇଛି । ନିମ୍ନ କାର୍ଯ୍ୟକ୍ରମ ସୂଚୀ ଅନୁସାରେ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କରାଯିବା ପାଇଁ ସ୍ଥିରୀକୃତ
Read More...