Daily Archives

ଆସନ୍ତା କାଲି ଆରମ୍ଭ ହେବ ୧୧ତମ ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତାକାଲି ଆରମ୍ଭ ହେବ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଦହିତା ହାଇସ୍କୁଲ ପଡିଆଠାରେ ୧୧ତମ ଇଲେଭେନ ଷ୍ଟାର କ୍ରିକେଟ କପ୍‌ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଛି । ପ୍ରଥମ ମେଚରେ ଶାନ୍ତିପୁର ଓ ସ୍ପୋର୍ଟ ଜଂକ୍ସନ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଆସନ୍ତା
Read More...

ଏମ୍‌ବିବି ପଲିମର ଶିଳ୍ପାନୁଷ୍ଠାନ ଉଦଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଭଳି ଏକ ଅନୁନ୍ନତ ଗ୍ରାମାଞ୍ଚଳରେ ବସବାସ କରୁଥିବା ବେରୋଜଗାର ଯୁବକ ଯୁବତୀ ତଥା ଶ୍ରମିକମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରି ଏହି ଅଞ୍ଚଳରୁ ବେକାରୀ ଦୂରୀକରଣ ଦିଗରେ କିଞ୍ଚିତ ପ୍ରୟାସ କରିଥିବା ଯୁବ ଉଦ୍ୟୋଗୀ ପଦ୍ମନାଭ ବରାଳଙ୍କୁ
Read More...

ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ନିଲିବନ୍ଦପଡ଼ା ୱାର୍ଡ ନମ୍ବର ୨ରେ ନିଜ ସ୍ତ୍ରୀ ସହିତ ବସବାସ କରୁଥିବା ହେମକାର ସାହୁ(୬୯) ଲୁଣ ବିକ୍ରି କରି ନିଜର ପରିବାର ପୋଷଣ କରୁଥିଲେ ସବୁଆଡେ ତାଙ୍କୁ ଲୁଣ ବାଲା ବୋଲି ଲୋକ ଜାଣିଥିଲେ ତେବେ ସେ ନିଃସନ୍ତାନ ଥିଲେ ତେଣୁ ଘରେ ତାଙ୍କ ସ୍ତ୍ରୀ
Read More...

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋହନ ବିଭାରଙ୍କ ପରଲୋକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଶଂକରା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ କଥାକାର ମୋହନ ବିଭାର(୭୩)ଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦୀର୍ଘ ଦିନଧରି ସେ ବୁର୍ଲା ଭୀମସାର ଡାକ୍ତର ଖାନାରେ
Read More...

ପୂର୍ବତନ ସରପଞ୍ଚ ଦେବାନନ୍ଦ ଧରୁଆଙ୍କ ପରଲୋକ

କଳାହାଣ୍ଡି : କୋକସରା ବ୍ଲକ ଡାଲଗୁମାର ଜଣେ ବିଶିଷ୍ଟ ବ୍ୟକ୍ତି ତଥା ମୂଷାପାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବାନନ୍ଦ ଧରୁଆ(୮୫)ଙ୍କ ଗତ ରବିବାର ରାତିରେ ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସେ ମୂଷାପାଲି ପଞ୍ଚାୟତରେ ୧୯୭୦-୭୫ ଓ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ସରପଞ୍ଚ ଭାବରେ
Read More...

ବଜେଟ୍ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ : କହିଲେ, ସାଧାରଣ ଲୋକଙ୍କ ବଜେଟ୍, ଆମେ ୨…

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଏଥି ସହିତ ଡିଜିଟାଲ୍ ସମ୍ପତ୍ତି ଏବଂ କ୍ରିପ୍ଟୋକ୍ୟୁରେନ୍ସି ସହିତ ଜଡିତ ଏକ ବଡ ନିୟମ ଅଣାଯାଇଛି । ବଜେଟରେ ଏହା ପ୍ରସ୍ତାବ
Read More...

ଦେଢ଼ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଠାରେ ବ୍ୟାଙ୍କ ଫେରନ୍ତା ଗ୍ରାହକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରିଷିଡ଼ାର ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ମାର୍କଣ୍ଡ ସାହୁ ଏସ୍‌ବିଆଇ ବ୍ୟାଙ୍କରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ଫେରୁଥିବା
Read More...

ଭାରତୀୟ ଜନତା ପାର୍ଟିର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ବୈଠକ ଓ ମିଶ୍ରଣ ପର୍ବ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ବ୍ଲକରୁ ୮ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୫ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡ଼ା
Read More...

ସଂସ୍କାର ଭାରତୀ ପକ୍ଷରୁ ପଦ୍ମଶ୍ରୀ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ ସାଂସ୍କୃତିକ ସଂଗଠନ “ସଂସ୍କାର ଭାରତୀ”ର ବଲାଙ୍ଗିର ଜିଲ୍ଲା ତରଫରୁ ସାରସ୍ୱତ ସାଧକ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ନରସିଂହ ଗୁରୁଙ୍କୁ ତାଙ୍କ ବାସଭବନରେ ପୁଷ୍ପମାଲ୍ୟ, ଉପଢୈାକନ ଓ ଫୁଳତୋଡା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । “ସଂସ୍କାର
Read More...
error: Content is protected !!