Daily Archives

ଅମ୍ଲଜାନ ସିଲିଣ୍ଡର ପହଞ୍ଚାଇଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଂଗଠନ ସବୁବେଳେ ନିଜ ଅଞ୍ଚଳର ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ତତ୍ପର, କରୋନା ମହାମାରୀ ସମୟରେ ଯେତେବେଳେ ସାଧାରଣ ଜ୍ୱର ହେଉଥିବା ଜାଣି ମଧ୍ୟ ବନ୍ଧୁ ପରିଜନ ପାଖ ମାଡୁ ନାହାନ୍ତି । ଏହିପରି ସମୟରେ ମାହେଶ୍ୱରୀ ସଂଗଠନର ସଦସ୍ୟମାନେ
Read More...

ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ବନଦୁର୍ଗା ମନ୍ଦିରରେ ପଦ୍ମପୁର ବ୍ରାହ୍ମଣ ସମାଜ ଓ ପର୍ଶୁରାମ ବାହିନୀ ଆନୁକୂଲ୍ୟରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ, ସମସ୍ତ କୋଭିଡ କଟକଣା ପାଳନ ପୂର୍ବକ ନିଷ୍ଠାର ସହ ପାଳିତ ହୋଇଯାଇଛି ।ପୂଜନ ପରେ ସମସ୍ତ ସମାଜର ମଙ୍ଗଳ ଓ ବିଶ୍ୱକୁ କୋରନା
Read More...

ମାକ୍ସ ପିନ୍ଧି ଅକ୍ଷୀ ମୁଠି ଛୁଇଁଲେ ଚାଷୀ : ପରମ୍ପରା ସୁରକ୍ଷା ପାଇଁ ଆଗେଇ ଆସିଲେ ସୌମେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ଯୋଗୁଁ ଫିକା ପଡିଛି ଚାଷ ଅନୁକୂଳର ଆରମ୍ଭ ପର୍ବ ଅକ୍ଷୟ ତୃତୀୟା । ସରକାରୀ ଭାବେ ଜିଲା ପ୍ରଶାସନ ଦ୍ୱାରା ଏହାକୁ ବାତିଲ କରାଯାଇଥିବା ବେଳେ କେତେକ ସ୍ଥାନରେ ଏହାକୁ ଚାଷୀମାନେ ପାଳନ କରିଛନ୍ତି । ଚାଷୀ ନେତା ତଥା ଜିଲା କୃଷକ ମହାସଂଘର ସଭାପତି
Read More...

ସାହିତ୍ୟ ପ୍ରାଣ କବି ଖଗେଶ୍ଵର ସେଠଙ୍କ ୧୧୬ତମ ଜୟନ୍ତୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ସରସରା ଗ୍ରାମରେ ସାହିତ୍ୟ ପ୍ରାଣ କବି ଖଗେଶ୍ଵର ସେଠଙ୍କ ୧୧୬ ତମ ଜୟନ୍ତୀ କରୋନା କଟକଣା ପାଳନ ପୂର୍ବକ ପାଳିତ ହୋଇଯାଇଛି । ଏଥିରେ ଖଗେଶ୍ୱର ସାହିତ୍ୟ ସଂସଦର ସମସ୍ତ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ସଭାରେ ପୂର୍ବତନ ସଦସ୍ୟ ସର୍ଗତ
Read More...

କରୋନା ପ୍ରପୀଡିତଙ୍କୁ ରନ୍ଧା ଖାଦ୍ୟ ଓ ସହାୟତା ପ୍ରଦାନ : ଜଟଣୀର ଯୁବ ସମାଜସେବୀ ଗୌତମ ମହାରଣାଙ୍କ ଭୂୟସୀ ପ୍ରସଂଶା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଟଣୀ ସହରାଞ୍ଚଳରେ କୋରନା ପ୍ରପୀଡ଼ିତ ଗରୀବ ଲୋକଙ୍କୁ ଜଣେ ଉଦୟମାନ ଯୁବକ ସମାଜ ସେବୀ ଗୌତମ ମହାରଣାଙ୍କ ଭୂମିକା ଉଲ୍ଲେଖନୀୟ ବିଷୟ ହୋଇଥିବା ଜଣାଯାଇଛି । ଯାହାକି ମହାମାରୀ କରୋନା ଜ୍ୱାଳାରେ ରାଜ୍ୟସମେତ ଜଟଣୀ ସହରରେ ଏହାର ମାତ୍ରାଧିକ ପ୍ରଭାବ
Read More...

ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ପାଟଣାଗଡ଼ ଓ ବେଲପଡା ଡାକ୍ତରଖାନାରେ ରନ୍ଧା ଖାଦ୍ୟ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : କୋରେନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ତରଫରୁ କିଛିଦିନ ହେବ ସପ୍ତାହନ୍ତ ସଟଡାଉନ ସହ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । କୋଭିଡ-୧୯ ନିୟମ ପାଳନ ସହ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା କିଛି ଦୋକାନ କିଛି ସମୟ ପାଇଁ ଖୋଲା ରହୁଥିବା
Read More...

କରୋନାରେ ମଧ୍ୟ ରକ୍ତଦାତାଙ୍କ ମହାନତା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ସମୟରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ରକ୍ତଦାତାମାନେ ରୋଗୀଙ୍କୁ ରକ୍ତଦାନ କରି ମହାନତାର ପରିଚୟ ଦେଉଛନ୍ତି । ବେଲପଡା ବ୍ଳକର ନୁନହାଡ଼ ଗ୍ରାମର ପ୍ରେମାନନ୍ଦ ସାହୁ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ହିମୋଗ୍ଳୋବିନ ଚାରି
Read More...

ଦୀର୍ଘଦିନ ହେଲା ଅଚଳ ହୋଇ ପଡିରହିଛି ନଳକୂପ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରାମର ଅମାତ ସାହିର ନଳକୂପ ଦୀର୍ଘ ୧୦ ଦିନ ହେବ ଅଚଳ ଅବସ୍ଥାରେ ପଡିରହିଛି, ଯାହାଫଳରେ ଗୋଟାଏ ନଳକୂପରେ ନିର୍ଭର ପଡାଲୋକ ବର୍ତ୍ତମାନ ପାଣି ବୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ
Read More...

ଗୌଉନ୍ତିଆ ତଥା ବିଶିଷ୍ଟ ସମାଜସେବୀ ଭକ୍ତବନ୍ଧୁ ବର୍ଗେଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ତୁଲସୀ ଡୁଙ୍ଗୁରୀ ଗ୍ରାମର ଗୈାଉନ୍ତିଆ ତଥା ବିଶିଷ୍ଟ ସମାଜସେବୀ ଭକ୍ତବନ୍ଧୁ ବର୍ଗେଙ୍କ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି ।ସ୍ୱର୍ଗତ ବର୍ଗେ କେନ୍ଦୁ ମୁଣ୍ଡି ଅଞ୍ଚଳରେ ଜଣେ ବିଶିଷ୍ଟ ସମାଜସେବୀ ଏବଂ ଶବର ସଂପ୍ରଦାୟ ଆଦିବାସୀ ନେତା
Read More...

ଈଶ୍ୱର ଜୈନ ଜେଡଆରୟୁସିସି ସଦସ୍ୟ ମନୋନୀତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଚ୍ୟାମ୍ବର ଅଫ କମର୍ସର ସଭାପତି ଓ ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ରେଲୱେ ୟୁଜର୍ସ ଏସୋସିଏସନର ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ ଜୈନ ପୂର୍ବତଟ ରେଲୱେର ଜେଡଆରୟୁସିସି ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ଶ୍ରୀ ଜୈନ ଏହା ପୂର୍ବରୁ ମଧ୍ୟ ଥରେ ଏହି ସମିତିରେ ଓ
Read More...