Daily Archives

କନ୍ଧମାଳ ସାଂସଦ ଓ କିସ୍‌ ଫାଉଣ୍ଡେସନ ତରଫରୁ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନା କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ଜାରି ରହିଛି ତାଲାବନ୍ଦ ଏବଂ ସପ୍ତାହାନ୍ତ କଟକଣା । ଏପରି ସ୍ଥଳେ ଦରିଦ୍ର ଏବଂ ଅସହାୟ ଲୋକମାନେ ଦୁଇଓଳି ଦୁଇମୁଠା ଖାଦ୍ୟ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବିପତ୍ତି ସମୟରେ ସେମାନଙ୍କ ପାଖରେ
Read More...

ମହାମାରୀ କରୋନାର ବିଭତ୍ସ ତାଣ୍ଡବ ବେଳେ ମାଡ଼ି ଆସୁଛି ବାତ୍ୟା : ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲା ବାତ୍ୟା…

ନୂଆଦିଲ୍ଲୀ : ମହାମାରୀ କରୋନାର ବିଭତ୍ସ ତାଣ୍ଡବ ବେଳେ ମାଡ଼ି ଆସୁଛି ବାତ୍ୟା । ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତୌକତେ ଆଜି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ଏହା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି ଓ ଆଜି ଦିନ ସାଢେ ୧୧ଟା
Read More...

ବିଚିତ୍ର ମାନସିକତା : କରୋନା ସଂକ୍ରମଣରୁ ତ୍ରାହି ପାଇଁ କରୋନା ମାତା ପୂଜା

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତରେ ଲୋକଙ୍କ ମଧ୍ୟରେ ଏବେ ବିଚିତ୍ର ମାନସିକତା ଦେଖାଦେଇଛି । ଚାଲିଛି କରୋନା ମାତା ପୂଜା । ଛତିଶଗଡର ରାଜନାନ୍ଦ ଗାଁରେ ମହିଳାମାନେ ଏକ ଗଛ ଉପରେ ଆସ୍ଥା ପ୍ରକଟ କରି କରୋନା ମାତା ରୂପେ ପୂଜା କରୁଛନ୍ତି, ଯାହା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।
Read More...

ଦୁଃସମୟର ଅନୁଭୂତି

ପ୍ରଣତି ବେହେରା ଆଜିକୁ ମାସେ ତଳେ, ଏପ୍ରିଲ୍ ୧୩ରେ ଆକସ୍ମିକ ଭାବେ ହୃଦଘାତରେ ମା'(ଶାଶୁ)ଙ୍କ ଦେହାନ୍ତ ହୁଏ । ଇଏ (କବି ତ୍ରିନାଥ ସିଂ)ନିଜେ ସେତେବେଳକୁ ସାଂଘାତିକ ଅସୁସ୍ଥ । ମା'ଙ୍କ ଅଂତିମ ସଂସ୍କାରର ବିଧି ବିଧାନ ଆଦି ସଂପନ୍ନ କରିବା, ଖାଇବା ପିଇବାରେ ଅନିୟମିତତା, ପୁଣି ମା'ଙ୍କୁ
Read More...

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ଅସୀମ୍ ବନ୍ଦୋପାଧ୍ୟାୟଙ୍କ କରୋନାରେ ଦେହାନ୍ତ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ୍ ବନ୍ଦୋପାଧ୍ୟାୟ କରୋନାରେ ପ୍ରାଣ ହରାଇଥିବା ଖବର ମିଳିଛି । କରୋନା ଯୋଗୁଁ ଆଜି ସକାଳେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ପାରିବାରିକ ସୂଚନା ଅନୁଯାୟୀ, ଗତ ଏକ ମାସ ଧରି ଅସୀମ୍ କରୋନା ସଂକ୍ରମିତ ହୋଇ
Read More...

ଖୋର୍ଦ୍ଧା ରୋଡ ରେଳମଣ୍ଡଳ ପକ୍ଷରୁ ତରଳ ମେଡିକାଲ୍ ଅମ୍ଳଜାନ ପରିବହନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ରୋଡ ରେଳମଣ୍ଡଳ ୨୦ଟି ଟ୍ୟାଙ୍କରରେ ୩୫୩ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ (ଏଲଏମଓ) ଟାଟା ଷ୍ଟିଲ, ଜଖପୁରାରୁ ୧୨ ଟି ଟ୍ୟାଙ୍କର, ଏବଂ ଜିନ୍ଦଲ ଷ୍ଟିଲ, ଅନୁଗୁଳରୁ ୮ଟି ଟ୍ୟାଙ୍କର୍ ପରିବହନ କରିଛି । ଡିଭିଜନର ବରିଷ୍ଠ ଅଧିକାରୀଙ୍କ
Read More...

ଭାରତର କୋଭିଡ -୧୯ ପରିସ୍ଥିତି ଚିନ୍ତାଜନକ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

ଜାତିସଂଘ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍ ଆଦନୋମ ଗେବ୍ରେୟସ୍ ଶୁକ୍ରବାର ଦିନ କହିଛନ୍ତି ଯେ, ଭାରତର କୋଭିଡ -୧୯ ପରିସ୍ଥିତି ଚିନ୍ତାଜନକ ଅଟେ. ଯେଉଁଠାରେ ଅନେକ ରାଜ୍ୟରେ ଅନେକ ସଂକ୍ରମଣର ରିପୋର୍ଟ ହୋଇଛି । ଲୋକମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
Read More...

ଲଜ୍ଜା : ୨୫ ଜଣ ଯୁବକଙ୍କ ଦ୍ୱାରା ଜଣେ ୨୩ ବର୍ଷର ଯୁବତୀ ବଳାତ୍କାରର ଶୀକାର ହେଲେ : ନଅ ଦିନ ପରେ ପୀଡିତାଙ୍କ ଅଭିଯୋଗ

ନୂଆଦିଲ୍ଲୀ : ଦେଶର ରାଜଧାନୀ ନୂଆଦିଲ୍ଲୀଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ଥିବା ହରିୟାଣାର ହୋଡାଲରେ ୨୦ରୁ ଅଧିକ ନୃଶଂସ ଯୁବକ ଅତି ଘୃଣ୍ୟ କାର୍ୟ୍ୟ କରିଛନ୍ତି । ଏଠାରେ ପ୍ରାୟ ୨୫ ଯୁବକ ଜଣେ ୨୩ ବର୍ଷର ଯୁବତୀଙ୍କୁ ବଳାତ୍କାର କରିଥିଲେ ଏବଂ ପରେ ତାଙ୍କୁ ଦିଲ୍ଲୀର ବଦରପୁର ଅଞ୍ଚଳରେ
Read More...

କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟର ଯତ୍ନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡରୁ ସୁସ୍ଥ ହେବା ପରେ ମଧ୍ୟ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ କରନ୍ତୁ । ନିମ୍ନରେ ପ୍ରଦତ୍ତ ସୁରକ୍ଷା ଉପାୟର ଅନୁପାଳନ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସୁରକ୍ଷିତ କରିବ । ଏଥିପ୍ରତି ସଚେତନ ହୋଇ ଆସନ୍ତୁ, ଦୃଢତାର ସହ କରୋନାର ମୁକାବିଲା କରିବା ।
Read More...

ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟା ଓଡିଶା ପାଇଁ ବିଶେଷ ଗୁରୁତ୍ୱ ବହନ କରେ । ଚାଷୀ ଭାଇଙ୍କ ପାଇଁ ଏକ ବଡ଼ ଦିନ । ଆଜି ଚାଷୀଟିଏ ନିଜର କ୍ଷେତ ବା ଚାଷଜମିକୁ ପୂଜା କରିବା ସହ ସେଠାରେ ବିହନ ବୁଣି ପୂଜା କରି ଆଜିଠୁ ଚାଷ କାମ ଆରମ୍ଭ କରିଥାଏ
Read More...