Yearly Archives

2020

ମୋଟର ସାଇକେଲ ଦୁର୍ଘଟଣାରେ ଯୁବକ ମୃତ

ନବରଙ୍ଗପୁର : ଆଜି ସକାଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମାଝିଗୁଡା ଛକ ପାଖରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସୂଚନା ଅନୁସାରେ ଡାବୁଗାଁ- ବୋରିଗାଁ ମୁଖ୍ୟ ରାସ୍ତାରେ ମାଝିଗୁଡା ଗ୍ରାମ ଛକ ନିକଟରେ କାମତା ଗ୍ରାମରୁ ସପନ ଭତ୍ରା(୨୦) ଏକ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ. ୪ ଓ ୧୪ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ ୱାର୍ଡ ନଂ.୫ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ଅଲଣ୍ଡା ଗ୍ରା.ପ.ରୁ ୨ ଓ ଝଲପ
Read More...

ହାଇଦ୍ରାବାଦରେ ଅମିତ ଶାହାଙ୍କ ଶ‌କ୍ତି ପ୍ରଦର୍ଶନ : ଭାଗଲକ୍ଷ୍ମୀ ମନ୍ଦିରରେ ପୂଜା

ହାଇଦ୍ରାବାଦ : ହାଇଦ୍ରାବାଦରେ ହେବାକୁ ଥିବା ଜିଏଚ୍‌ଏମ୍‌ସି ନିର୍ବାଚନ ବିଷୟରେ ରାଜନୈତିକ ବ୍ୟ‌କ୍ତିମାନେ କ୍ରମାଗତ ଭାବେ ତୀବ୍ର ହେଉଛନ୍ତି । ରବିବାର ଦିନ ଭାରତୀୟ ଜନତା ଦଳର ପୂର୍ବତନ ସଭାପତି ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହା ହାଇଦ୍ରାବାଦରେ ପହଞ୍ଚିଛ‌ନ୍ତି। ଅମିତ ଶାହା
Read More...

ଆଜି ବି ଭାରତର ଏହି ସ୍ଥାନ ରହସ୍ୟରେ : ବ୍ରିଟିଶମାନେ ମଧ୍ୟ ଏଠାରେ ଶାସନ କରିପାରି ନଥିଲେ

ନୂଆଦିଲ୍ଲୀ : ବ୍ରିଟିଶ ଶାସନ ଭାରତକୁ ପ୍ରାୟ ୨୦୦ ବର୍ଷ ଶାସନ କରିଥିଲା । ଆଶ୍ଚର୍ୟ୍ୟର କଥା ଯେ, ଆମ ଦେଶର ଏପରି ଏକ କ୍ଷେତ୍ର ଅଛି ଯାହାକୁ ବ୍ରିଟିଶମାନେ କଦାପି ଦଖଲ କରିପାରିଲେ ନାହିଁ । ଭାରତର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଅବସ୍ଥିତ ଉତ୍ତର ସେଣ୍ଟିନେଲ ଦ୍ୱୀପ ଏକ ସ୍ଥାନ,
Read More...

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନୂତନ ନିୟମ ଦ୍ୱାରା କୃଷକମାନ‌ଙ୍କ ସମସ୍ୟା ଦୂର ହେବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓରେ 'ମନ କି ବାତ'ରେ କହିଛ‌ନ୍ତି ଯେ, ନୂତନ ନିୟମ ଦ୍ୱାରା କୃଷକମାନ‌ଙ୍କ ସମସ୍ୟା ଦୂର ହେବ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ୟ୍ୟକ୍ରମ କରୋନା ସଙ୍କଟ ଏବଂ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଚାଲିଛି । ଏହି ସମୟରେ
Read More...

ପରୀ ହତ୍ୟା ଘଟଣାକୁ ନେଇ ବିଜେପି ବିଧାୟକଙ୍କ ଧାରଣା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ): ପରୀ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ହୋ ହା‌ଲ୍ଲା ଚାଲିଥିବା ବେଳେ ବିଧାନସଭାରେ ବି ଜୋର୍‌ସୋର୍‌ ତାତି ଜଣାପଡ଼ିଛି । ବିଜେପି ବିଧାୟକମାନେ ପୁଣି ଆଜି ପାଟିତୁ‌ଣ୍ଡ କରିଛ‌ନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ
Read More...

ଖସିଲା କରୋନା ମୃତ୍ୟୁ ସଂଖ୍ୟା : ଆଜି ୪ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର : ସଂକ୍ରମଣ କମି କମି ଆସୁଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁହାର କମିବାର ମଧ୍ୟ ଆଜି ଦେଖିବାକୁ ମିଳିଛି । ଆଜି ରାଜ୍ୟରେ ମାତ୍ର ୪ ଜଣଙ୍କ ଜୀବନ ହାନୀ ହୋଇଛି କରୋନାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକମାନେ ଖୋର୍ଦ୍ଧା
Read More...

୬ ହଜାର ତଳକୁ ଖସିଲା ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ରାଜ୍ୟରେ ଆଜି ୫୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ହଜାର ତଳକୁ ଖସିଛି ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସମୁଦାୟ ୩୧୮୩୦୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧୦୫୪୯ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୫୯୭୧ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି । ଆଜି
Read More...

ବିଜେଡ଼ିରୁ ବହିଷ୍କୃତ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଛ‌ନ୍ତି ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ଜନ ବିରୋଧୀ କାର୍ୟ୍ୟ ପାଇଁ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ତା‌ଙ୍କୁ ରବିବାର ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି । ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ
Read More...

ଡକାୟତି ଉଦ୍ୟମ ସମୟରେ ତୁମୁଳକା‌ଣ୍ଡ : ୪ ଗୁରୁତର

ବାଲେଶ୍ୱର : ଡକାୟତି ଉଦ୍ୟମ ସମୟରେ ତୁମୁଳକା‌ଣ୍ଡ ଘଟିଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ପିତାକାଳିଆ ନିକଟରେ ଡକାୟତି ଉଦ୍ୟମ ସମୟରେ ହଣାକଟା ହେବା ସହ ୪ ଜଣ ଗୁରୁତର ହୋଇଥିବା ଖବରରେ କୁହାଯାଇଛି । ସୂଚନା ଅନୁସାରେ ହରିଡାପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କିଛି
Read More...