ଖସିଲା କରୋନା ମୃତ୍ୟୁ ସଂଖ୍ୟା : ଆଜି ୪ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର : ସଂକ୍ରମଣ କମି କମି ଆସୁଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁହାର କମିବାର ମଧ୍ୟ ଆଜି ଦେଖିବାକୁ ମିଳିଛି । ଆଜି ରାଜ୍ୟରେ ମାତ୍ର ୪ ଜଣଙ୍କ ଜୀବନ ହାନୀ ହୋଇଛି କରୋନାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକମାନେ ଖୋର୍ଦ୍ଧା ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ଜଣେ, ଢେ଼ଙ୍କାନାଳ ଜିଲ୍ଲାରୁ ଜଣେ ଓ ଭୁବନେଶ୍ୱରରୁ ଜଣେ ବୋଲି କୁହାଯାଇଛି ।

Leave A Reply

Your email address will not be published.