ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନୂତନ ନିୟମ ଦ୍ୱାରା କୃଷକମାନ‌ଙ୍କ ସମସ୍ୟା ଦୂର ହେବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓରେ ‘ମନ କି ବାତ’ରେ କହିଛ‌ନ୍ତି ଯେ, ନୂତନ ନିୟମ ଦ୍ୱାରା କୃଷକମାନ‌ଙ୍କ ସମସ୍ୟା ଦୂର ହେବ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ୟ୍ୟକ୍ରମ କରୋନା ସଙ୍କଟ ଏବଂ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଚାଲିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତ କାର୍ୟ୍ୟକ୍ରମରେ କହିଛନ୍ତି ଯେ, ମୁଁ ଏକ ଭଲ ଖବର କହୁଛି । ମାତା ଅନ୍ନପୂର୍ଣ୍ଣା ଦେବୀଙ୍କ ପ୍ରତିମା କାନାଡାରୁ ଫେରାଇ ଅଣାଯାଇଛି । ଏଥିପାଇଁ ମୁଁ କାନାଡା ସରକାରଙ୍କୁ ଧନ୍ୟବାଦ ଦେଉଛି ।

Leave A Reply

Your email address will not be published.