ଅପହରଣ ପରେ ନିର୍ମମ ହତ୍ୟା : ବଡ଼ରମା ଘାଟିରୁ ମୃତଦେହ ଉଦ୍ଧାର
ମୁଖ୍ୟ ଅଭିଯୁକ୍ତ ଗିରଫ
କୁଚିଣ୍ଡା, (କେପିଏନ୍ଏସ୍) : କୁଚିଣ୍ଡା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗତ ୧୬ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ବିୟୁଟି ପାର୍ଲର କର୍ମଚାରୀ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ପ୍ରାୟ ୩ ଦିନ ପରେ ପୁଲିସ ବଡ଼ରମା!-->!-->!-->…
Read More...
Read More...