pakka

ଭାରସାମ୍ୟ ହରାଇ ଓଲଟିଲା ଅଟୋ : ୮ ଆହତ, ୨ ଗୁରୁତର

bbehera

କୁଚିଣ୍ଡା : କୁଚିଣ୍ଡା ଥାନା ଘୋଡାବାନ୍ଧୁଣି ବୁଲାଣିରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟିଥିଲା । ଏହାଫଳରେ ସେଥିରେ ଥିବା ୧୦ଯାତ୍ରୀଙ୍କ ମଧ୍ୟରୁ ୮ ଆହତ ଓ ୨ ଗୁରୁତର ହୋଇଛନ୍ତି । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଥିବା ସୂଚନା ରହିଛି । ଚେରଙ୍ଗାମାଲରୁ କୁଚିଣ୍ଡା ଆସୁଥିବା ବେଳେ ଅଟୋ ଓଲଟିଥିଲା । ସମସ୍ତ ଆହତ ଓ ଗୁରୁତରଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

jay balangir
Leave A Reply

Your email address will not be published.

20 − four =

error: Content is protected !!