ମା’ ଚାମୁଣ୍ଡା ହେଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ : ପୁରୁଷୋତ୍ତମପୁର ଚାମ୍ପିୟନ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କୁଶପଲ୍ଲୀରେ ୧୦ ଦିନ ଧରି ଚାଲିଥିବା ମା' ଚାମୁଣ୍ଡା ହେଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସ ତଥା ଫାଇନାଲ୍ ମ୍ୟାଚ୍ରେ ସାତୁଳୀ ଟିମ୍ ସହ ପୁରୁଷୋତ୍ତମପୁର ଟିମ୍ ମଧ୍ୟରେ!-->…
Read More...
Read More...