“ଗୁରୁ ରତ୍ନମଣି” ସମ୍ମାନରେ ସମ୍ମାନିତ ହେଲେ ନାଟ୍ୟ ନିର୍ଦ୍ଦେଶକ ଡ଼. ଗୌରୀ ଶଙ୍କର ଶତପଥୀ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସହର ସ୍ଥିତ ଭଗତ ସିଂ କନିଷ୍ଠ ମହାବିଦ୍ୟାଳୟର କାର୍ଯ୍ୟରତ ଅଧ୍ୟାପକ ତଥା ବରିଷ୍ଟ ନାଟ୍ୟ ନିର୍ଦ୍ଧେଶକ ଡ଼ଃ. ଗୌରୀ ଶଙ୍କର ଶତପଥୀଙ୍କୁ "ଗୁରୁ ରତ୍ନମଣି" ଉପାଧିରେ ସମର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ସ୍ଥିତ!-->…
Read More...
Read More...