Browsing Tag

gajapati news

ଚୋର ସନ୍ଦେହରେ ୨ ଅଜଣା ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଲେ ଗାଁ ଲୋକେ, ୧ ମୃତ ଅନ୍ୟ ୧ ଗୁରୁତର

କାଶୀନଗର : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମରେ ଚୋର ସନ୍ଦେହରେ ୨ ଅଜଣା ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଲେ ଗାଁ ଲୋକେ ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନା ମୁତାବକ, ଗୁରୁବାର ରାତିରେ ଦୁଇ ଅଜଣା ବ୍ୟକ୍ତି କିଡିଗାଁ
Read More...

ଲଗାଣ ବର୍ଷା, ଗଜପତି ଜିଲ୍ଲାର ଅବସ୍ଥା ଅସମ୍ଭାଲ

ଗଜପତି : ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର କୁଯାସିଙ୍ଘ ପଞ୍ଚାୟତରେ ନୂଆସାହି, ଅଢେଇ, ଗିରା ଅଞ୍ଚଳରେ ବହୁ ଘରର କାନ୍ଥ ଭୁଶୁଡ଼ି ଯାଇଥିବା ଜଣାପଡିଛି । ତେବେ ଏହା ଦ୍ଵାରା କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଜିଲ୍ଲାରେ ଆଗକୁ ବର୍ଷା ଲାଗି ରହିବା
Read More...

ବଜ୍ରପାତରେ ଜଣେ ମୃତ

ଗଜପତି : ଜମିରେ ବିହନ ବୁଣିବା ପାଇଁ ଯାଇଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମର ଡି. ରାମାନା । ସୂଚନାନୁସାରେ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମର ଡି. ରାମାନା ଜମିରେ ବିହନ ବୁଣିବା ପାଇଁ ଯାଇଥିଲେ ।
Read More...

ଯଶୋବନ୍ତଙ୍କ ଟ୍ୱିଟ ପରେ କୈଳାସ ରଇତଙ୍କ ପରିବାରକୁ ଭେଟିଲେ ବ୍ଲକ ପ୍ରଶାସନ

ଗଜପତି, (କେପିଏନ୍‌ଏସ୍‌) : ଗଜପତି ଜିଲ୍ଲା ନୂଆଗଡ ବ୍ଳକ ପୁଟୁରୁପଡା ପଂଚାୟତର ପୁଟୁରୁପଡା ଗାଁର କୈଳାସ ରଇତ ଓ ସ୍ତ୍ରୀ ରାଙ୍ଗିଙ୍କ ଚାରି ପୁଅଙ୍କୁ ନେଇ ପରିବାର । କୈଳାସଙ୍କ ପରିବାର ଛଅ ଜଣିଆ ପରିବାର ଭଙ୍ଗା ଦଦରା କୁଡ଼ିଆରେ ରହୁଥିଲେ । ପ୍ରତିଦିନ ପେଟପୁରା ଖାଇବାକୁ ସମ୍ବଳ ଅଭାବ, ପୁଣି
Read More...

ପାରଳାଖେମୁଣ୍ଡି ଷ୍ଟେସନରେ ବିଭିନ୍ନ ଦାବୀ ନେଇ ରେଳରୋକ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଲୱେ ଷ୍ଟେସନରେ ବିଭିନ୍ନ ଦାବୀ ନେଇ ରେଳରୋକ । ଷ୍ଟେସନର ଦୋହରିକରଣ, ପାନୀୟ ଜଳ ବ୍ୟବସ୍ଥା, ସେସନରେ ପ୍ରେକ୍ଷାଳୟ ବ୍ୟବସ୍ଥା ଇତ୍ୟାଦି ବ୍ୟବସ୍ଥା ଯୋଗାଇବା ଦାବୀରେ ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ରେଳରୋକ କରିଛନ୍ତି । ଫଳରେ ୩୦ ମିନିଟ୍ କାଳ
Read More...

ସମାଜସେବୀଙ୍କ ଟ୍ୱିଟ ପରେ ବେସାହାରା ଭାଇଭଉଣୀଙ୍କ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଶିକୁଳିପଦର ଗାଁରେ ତିନିଜଣ ବେସାହାରା ଭାଇଭଉଣୀ ରହୁଥିଲେ । ପରିସ୍ଥିତି ଅତି ଖରାପ ହେତୁ ସେମାନେ ଓଳିଏ ଖାଇଲେ ଓଳିଏ ଉପାସରେ ରହୁଥିଲେ । ସରକାରୀ ସହାୟତା କହିଲେ ମା'ଙ୍କ ରାସନ କାର୍ଡରେ ୨୦ କିଲୋ ମିଳୁଛି । ଦୁଇଭାଇ ଅନନ୍ତ ମଳିକ ଓ ବିଶ୍ରାମ ମଳିକ ପାଠ
Read More...

ସିକନ୍ଦରାବାଦର ଏକ ଦୁର୍ଘଟଣାରେ ଓଡିଆ ଯବାନଙ୍କ ମୃତ୍ୟୁ : ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେବ ଶେଷକୃତ୍ୟ

ଗଜପତି : ସିକନ୍ଦରାବାଦର ଏକ ଦୁର୍ଘଟଣାରେ ଓଡିଆ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ବିଏସଏଫ୍ ଯବାନ ଏମ୍ ରାମ ରାଜୁ । ଆଜି ତାଙ୍କର ମରଶରୀର ପୈତୃକ ଗାଁ ଖରଶଣ୍ଡାରେ ପହଞ୍ଚିବ । ଏହାପରେ ଯବାନଙ୍କ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ।
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣେ ଗିରଫ

ଗଜପତି : ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ଗୁଲୁବା ପଞ୍ଚାୟତ ବର୍ଲାଗୁଡା ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗଞ୍ଜେଇ ବିକ୍ରି ପାଇଁ ଘରେ ରଖିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଗୁଲୁବା ପଞ୍ଚାୟତ ବର୍ଲାଗୁଡା
Read More...

ଭାରସାମ୍ୟ ହରାଇ ଓଲଟିଲା ଓଟୋ

ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପି ଗୋବିନ୍ଦପୁର ଗ୍ରାମରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ଓଟୋ ଓଲଟି ପଡିଥିବା ଜଣାପଡିଛି । ଦୁର୍ଘଟଣାରେ ଡ୍ରାଇଭର୍ ସମେତ ୪ ଆହତ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, କେଶରା ଗ୍ରାମରୁ ଗୋବିନ୍ଦପୁର ଗ୍ରାମପଞ୍ଚାୟତକୁ ପିଡିଏସ୍ ଚାଉଳ
Read More...

ଲାଞ୍ଚ ନେବା ବେଳେ ଧରାପଡିଲେ ବିଇଓ

ଗଜପତି : ଲାଞ୍ଚ ନେବା ବେଳେ ଜଣେ ବିଇଓ ଧରା ପଡିଲେ ବୋଲି ଜଣାପଡିଛି । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ନୂଆଗଡ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକ ଭିଜିଲାନ୍ସ ଦ୍ୱାରା ଧରାପଡିଛିନ୍ତି । ସୂଚନା ଅନୁସାରେ ଶିକ୍ଷକ କ୍ଷିରୋଦ୍ର ଚନ୍ଦ୍ର ନାୟକଙ୍କ ଠାରୁ ଦାବୀ ମୁତାବକ ୩୦ ହଜାର ଟଙ୍କା
Read More...