Browsing Tag

gajapati news

ଏନଏସି ମାନ୍ୟତା ଦାବିରେ ୨୪ ଘଣ୍ଟିଆ ଗଜପତି ଜିଲ୍ଲା ମୋହନା ବନ୍ଦ ଡାକରା ଦେଇଛି ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି

ଗଜପତି : ଏନଏସି ମାନ୍ୟତା ଦାବିରେ ୨୪ ଘଣ୍ଟିଆ ଗଜପତି ଜିଲ୍ଲା ମୋହନା ବନ୍ଦ ଡାକରା ଦିଆଯାଇଥିବା ନେଇ ଖବର ମିଳିଛି । ତେବେ ଏହି ବନ୍ଦ ଡାକରା ଦେଇଛି ମୋହନା ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି । ଆଜି ସକାଳ ୬ ଟାରୁ ଆସନ୍ତା କାଲି ସକାଳ ୬ ଟା ପର୍ୟ୍ୟନ୍ତ ମୋହନାର ସମସ୍ତ ଦୋକାନ ବଜାର ବନ୍ଦ
Read More...

ପାରାଦୀପଠାରେ ଗଜପତି ଜିଲ୍ଲାରୁ ପ୍ରକାଶ ପାଉଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ

ଗଜପତି, (କେପିଏନ୍‌ଏସ୍‌) : ଗଜପତି ଜିଲ୍ଲା ମୋହନାଠାରେ ପ୍ରକାଶ ପାଉଥିବା ଉପାନ୍ତ ଖବର ପାକ୍ଷିକ ପତ୍ରିକାର ତୃତୀୟ ବାର୍ଷିକ ଉତ୍ସବ ବୁଧବାର ପାରାଦୀପ ପୋର୍ଟ କ୍ଲବଠାରେ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛ । ଏହି ବାର୍ଷିକ ଉତ୍ସବରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କ
Read More...

ଗଞ୍ଜେଇ ବୋଝେଇ କାର୍ ଜବତ : ୧ ଗିରଫ

ଗଜପତି : ଗଞ୍ଜେଇ ବୋଝେଇ କାର ଜବତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ଗୁରୁବାର ସକାଳୁ ଗୋଟିଏ କାର୍‌ରେ ୫ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ନେଇ ଯାଉଥିବା ସମୟରେ ଗୋସାଣୀ ବ୍ଲକ ଲିଙ୍ଗିପୁର ଗ୍ରାମ ନିକଟରେ ଧରିବାରେ ସକ୍ଷମ ହୋଇଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ । ଗୋଟିଏ
Read More...

ଭିଜିଲାନ୍ସ ଜାଲରେ ଟିଡିସିସିଓଏଲ୍‌ର ପୂର୍ବତନ ଜିଏମ୍

ଗଜପତି : ଭିଜିଲାନ୍ସ ଜାଲରେ ଟିଡିସିସିଓଏଲ୍‌ର ପୂର୍ବତନ ଜିଏମ୍ । ଗଜପତି ଜିଲ୍ଲା ଆର୍. ଉଦୟଗିରି ଟିଡିସିସିଓଏଲ୍‌ର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଖବର ଅନୁଯାୟୀ, ବସ୍ ଯୋଗେ
Read More...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌ : ବାଇକ୍‌ ଆରୋହୀ ମୃତ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ଛକ ନିକଟରେ ଟ୍ରକ୍ ସହ ବାଇକ୍ ଧକ୍କା ହେବା ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ
Read More...

ଆଦିବାସୀ, ଦଳିତ, ନିଷ୍ପେସିତ ଏବଂ ଅବହେଳିତ ଜନତାଙ୍କ ସାମାଜିକ, ଆର୍ଥିକ, ଥଇଥାନ, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ…

-୪୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ଦାଶରଥୀ ଗମାଙ୍ଗ, ନାରାୟଣ ରାଓ, ସିପିଏମ୍‌ ନେତା ଅଳି ପଟ୍ଟନାୟକ, ନବୀନ ସମ୍ପାଦକ ରବି ରଥ, ସଭାପତି ଡ଼. ଜାକୋବ୍‌ ଥୁଣ୍ଡ୍ରିଲଙ୍କ ବକ୍ତବ୍ୟ ମୋହନା/ଗଜପତି, (କେପିଏନ୍‌ଏସ୍‌) : ଆଦିବାସୀ
Read More...

ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବେତାଗୁଡ଼ା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଗତକାଲି ମଧ୍ୟରାତ୍ରିରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଆଜି ସକାଳ ୫ଟାରେ ପିଲାମାନେ ଉଠି ଦେଖିବା ପରେ ସ୍କୁଲ କର୍ତ୍ତୃପକ୍ଷ
Read More...

ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ୧ ଗୁରୁତର

ଗଜପତି : ଗଜପତି ଜିଲା ଆର. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାରସିଂ ଗ୍ରାମରେ ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଖବର ମିଳିଛି । ମୃତକମାନେ ହେଲେ ଗଣେଶ ନାୟକ (୧୮) ଏବଂ ଅମ୍ବିକା ନାୟକ (୧୨) । ଗୁରୁତର ୭ବର୍ଷର ଝିଅ ଝୁମୁରି
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ

ଗଜପତି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୫ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ
Read More...

ସ୍ୱେଚ୍ଛାସେବୀଙ୍କ ଟ୍ୱିଟ ପରେ ରଞ୍ଜନ ବିଶ୍ୱାଳଙ୍କ ପାଖକୁ ପହଁଚିଲା ମେଡିକାଲ ଟିମ୍‌

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ଅଧୀନ ଖାଲିଗୁମା ଗ୍ରାମର ୯ ବର୍ଷର ଶିଶୁ ରଞ୍ଜନ ମଲ୍ଲିକ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଚାରି ବର୍ଷ ହେଲା ବିଛଣାରେ ପଡି ରହିଥିଲେ । ତାଙ୍କୁ ୫ ବର୍ଷ ବୟସରେ ମା' ଛାଡି ଆରପାରିକୁ ଚାଲିଗଲେ । ସେ ବହୁତ କଷ୍ଟରେ
Read More...