Browsing Tag

bhubaneswar news

ସୋଆ ପକ୍ଷରୁ ମେକାନିକାଲ୍ ଇଞ୍ଜିନିୟରିଂର ନୂତନ କ୍ଷେତ୍ର ସମ୍ପର୍କିତ ଆଲୋଚନା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ମେକାନିକାଲ୍ ଇଞ୍ଜିନିୟରିଂ କ୍ଷେତ୍ରର ନୂତନ ଦିଗ ଯେପରିକି ଆଡଭାନ୍ସଡ ମାଟେରିଆଲ୍ ସାଇନ୍ସ ଇଞ୍ଜିନିୟରିଂ, ଆଡଭାନ୍ସମେଂଟ ଇନ୍ ସ୍ମାର୍ଟ ମାନୁଫ୍ୟାକ୍‌ଚରିଂ ଏବଂ ଆପ୍ଲିକେସନ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ରୋବୋଟିକ୍ସ ସମ୍ପର୍କରେ ଆଲୋଚନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ…
Read More...

ରାଜଭବନରେ ହେବ କଳିଙ୍ଗ ଅତିଥି ନିବାସ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ

ଭୁବନେଶ୍ୱର : ରାଜଭବନକୁ ଆସୁଥିବା ଅତି ବିଶିଷ୍ଟ ଅତିଥି (ଭିଭିଆଇପି)ଙ୍କ ପାଇଁ ନିର୍ମାଣ ହେବ ନୂଆ ଗେଷ୍ଟ ହାଉସ । ଏହାର ନାମ ଦିଆଯାଇଛି କଳିଙ୍ଗ ଅତିଥି ନିବାସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ରାଜଭବନ ପରିସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ଭିତ୍ତିପ୍ରସ୍ତର…
Read More...

ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ

ଭୁବନେଶ୍ଵର : ଭୁବନେଶ୍ଵର ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ରେଡ୍ ବେଳେ ୫୦୦ ଲିଟର ମଦ ଜବତ ହୋଇଛି । ଏହା ସହ ୧୦ ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନାନୁଯାୟୀ, ସାଲିଆ ସାହି ବସ୍ତିରେ ଆଜି ଅବକାରୀ ବିଭାଗ, ଫ୍ଲାଇଂ ସ୍କ୍ଵାର୍ଡ ଏବଂ ମୈତ୍ରୀ ବିହାର ପୋଲିସ…
Read More...

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ : ‘ଆସନ୍ତୁ ସ୍ୱଚ୍ଛ ଓ ସୁନ୍ଦର ଭୁବନେଶ୍ୱର ଗଢ଼ିବା’

ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ ପାଇଁ ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ନିଜର ମତ ରଖିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରର ବିକାଶ ଧାରାକୁ ଆଗେଇ ନେବାରେ ଆପଣମାନେ ସବୁ ସମୟରେ ସହଯୋଗ କରି…
Read More...

ଆକାଶବାଣୀ ଅଞ୍ଚଳବାସୀଙ୍କ ପାଇଁ ଅନନ୍ୟ ଉପହାର : ନରେନ୍ଦ୍ର ନାଥ ପଟ୍ଟନାୟକ

ଭୁବନେଶ୍ୱର : ରବିବାର ଦିନଟି ଭାରତର ସମସ୍ତ ରେଡ଼ିଓ ପ୍ରେମୀଙ୍କ ପାଇଁ ଏକ ଅଭୁଲା ଦିବସ । ୧୯୨୭ ମସିହାରେ ଏହି ଦିନ ଭାରତବର୍ଷରେ ପ୍ରଥମ ରେଡ଼ିଓ ପ୍ରସାରଣ ହୋଇଥିଲା । ଏହି କ୍ରମରେ ୧୯୫୬ ମସିହାରେ ଆକାଶବାଣୀ ସ୍ଥାପନା ହେବା ପରେ ସାରା ଭାରତବର୍ଷରେ ୪୭୦ଟି ରେଡ଼ିଓ ଷ୍ଟେସନ ସ୍ଥାପିତ ହୋଇଥିବା…
Read More...

ଆରିକାଙ୍କୁ ମିଳିବ ବିଏସ୍‌କେୱାଇ ସହାୟତା

ଭୁବନେଶ୍ୱର : ସୁନ୍ଦରଗଡ଼ ସହର ରଙ୍ଗାପାଢ଼ି ଅଞ୍ଚଳର ୧୦ ବର୍ଷୀୟ ବାଳିକା ଆରିକା ଫତିମାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଆଜିଠାରୁ ଚିକିତ୍ସା ନିମନ୍ତେ ସେ ଏହି ଯୋଜନାରୁ ସହାୟତା ପାଇବେ । ଆରିକାଙ୍କ ରୋଗ ବିଷୟ ଆଜି ଗଣମାଧ୍ୟମରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ…
Read More...

ସାମ୍ବାଦିକ ପ୍ରଫୁଲ୍ଲ କୁମାର ସିଂଙ୍କ ପତ୍ନୀ ଲୀନା ଜେନାଙ୍କ ପରଲୋକ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନୁଗୋଳ ଜିଲ୍ଲାର ବରିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ କୁମାର ସିଂଙ୍କ ଧର୍ମ ପତ୍ନୀ ଲୀନା ଜେନାଙ୍କ ଆକାଳ ବିୟୋଗ ହୋଇଯାଇଛି । ସାମ୍ବାଦିକ ଶ୍ରୀ ସିଂଙ୍କ ସହିତ ବସି କଥା ହେଉଥିବା ସମୟରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ତୁରନ୍ତ…
Read More...

ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଉପକୃତ ହେବେ ବୌଦ୍ଧ, ବଲାଙ୍ଗିର ଓ କନ୍ଧମାଳର ୨୦ ହଜାର ଲୋକଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା ଭୁବନେଶ୍ୱର : ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ…
Read More...

୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ହେବ ରକ୍ଷଣାବେକ୍ଷଣ : ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପତ୍ର ଲେଖିଲେ ପୌର…

ଭୁବନେଶ୍ୱର : ରାଜ୍ୟର ୧୧୧ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୩୭ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର…
Read More...

ବେରିସାସଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁର୍ଘଟଣାଗ୍ରସ୍ତ ଜନୈକ ବୃଦ୍ଧା ବେରିସାସଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ବଞ୍ଚିବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର । ତାଙ୍କ ଜୀବନକୁ ସରଳପୂର୍ଣ୍ଣ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା…
Read More...