jsm

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଗାନ୍ଧିମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

csstore

ଭୁବନେଶ୍ୱର : ସ୍ୱାଧୀନତା ଦିବସ ଉତ୍ସବରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେ ନେଇ ସରକାର ଘୋଷଣା କରିଛନ୍ତି । ଗାନ୍ଧୀମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ । ଅନ୍ୟ ପକ୍ଷରେ ୨୦ଟି ଜିଲ୍ଲାରେ ମନ୍ତ୍ରୀ ଆଉ ବାକି ଜିଲ୍ଲା ମାନଙ୍କରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ବୋଲି ସରକାର ଘେଷଣା କରିଛନ୍ତି ।

ବାଲେଶ୍ୱର ସୁଦାମ ମାର୍ଣ୍ଡି, ମୟୂରଭଞ୍ଜ ଅଶ୍ୱିନୀ କୁମାର ପାତ୍ର, ବରଗଡ଼ ପ୍ରମିଳା ମଲ୍ଳିକ, ରାୟଗଡ଼ା ଅତନୁ ସବ୍ୟସାଚୀ ନାୟକ,କଳାହାଣ୍ଡି ପ୍ରୀତିରଞ୍ଜନ ଘଡ଼ାଇ,କନ୍ଧମାଳ ଜଗନ୍ନାଥ ସାରକା, ଗଞ୍ଜାମ ପ୍ରଦୀପ ଅମାତ, କଟକ ବିକ୍ରମ କେଶରୀ ଆରୁଖ, ଅନୁଗୁଳ ପ୍ରତାପ କେଶରୀ ଦେବ, ବଲାଙ୍ଗିର ଅଶୋକ ପଣ୍ଡା, ପୁରୀ ନିରଞ୍ଜନ ପୂଜାରୀ, ସମ୍ବଲପୁର ଉଷା ଦେବୀ, ସୁନ୍ଦରଗଡ଼ ରାଜେନ୍ଦ୍ର ଢୋଲକିଆ, କେଉଁଝର ପ୍ରଫୁଲ୍ଲ ମଲ୍ଲିକ, ମାଲକାନାଗିରି ତୁଷାରକାନ୍ତି ବେହେରା, କୋରାପୁଟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଜତସିଂହପୁର ଟୁକୁନି ସାହୁ, ଝାରସୁଗୁଡା ସାରଦା ପ୍ରସାଦ ନାୟକ, ସୋନପୁର ରୀତା ସାହୁ,ଢେଙ୍କାନାଳ ବାସନ୍ତୀ ହେମ୍ବ୍ରମ୍‌ ସ୍ୱାଧୀନତା ଦିବସ ଉତ୍ସବରେ ପତାକା ଉତ୍ତୋଳନ କରିବେ ।

yuvodaya
Leave A Reply

Your email address will not be published.