ଗୋଷ୍ଠୀ ସଂଘର୍ଷରେ ୨୦ରୁ ଅଧିକ ଲୋକ ଆହତ
ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗୋଷ୍ଠୀ ସଂଘର୍ଷରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ଖବର ମିଳିଛି । ତେବେ ଏହି ଘଟଣାଟି ଘଟିଛି ଭୁବନେଶ୍ୱରର ପଟିଆ ପଦ୍ମକେଶରପୁରରେ । ଗାଁର ଦୁଇ ୱାର୍ଡ ମଧ୍ୟରେ ଗଣ୍ଡଗୋଳ ଉପୁଜି ପଥର ମାଡ଼ ସହ ବୋତଲ ମାଡ ହୋଇଥିବା ବେଳେ ଉଭୟ ପକ୍ଷରୁ ବହୁ ଲୋକ ଆହତ!-->…
Read More...
Read More...