Browsing Tag

anugul news

ଟ୍ରକ ଧକ୍କାରେ ବ୍ୟବସାୟୀ ମୃତ

ଅନୁଗୋଳ : ୫୫ ନମ୍ବର ଜାତୀୟ ରାଜପଥ ଅନୁଗୋଳ ହାଇସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏକ ଟ୍ରକ ଧକ୍କାରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହୁଲୁରିସିଂହ ଗାଁର ବିଶ୍ୱଜିତ୍ ନନ୍ଦ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ,…
Read More...

ପୁଅ ମାଡ଼ରେ ଗଲା ବାପାଙ୍କ ଜୀବନ

ଅନୁଗୋଳ : ଅନୁଗୋଳ ବନ୍ତଳା ଥାନା ନୂଆଁସାହି ଗାଁରେ ଅଘଟଣ । ପୁଅ ମାଡରେ ବାପାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ । ନୂଆସାହି ଗାଁରେ ବାପ-ପୁଅଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ପୁଅ ରାଗି ଯାଇ ବାପାଙ୍କୁ ମାଡ ମାରିଥିଲା । ଯେଉଁଥିରେ ବାପା ବିପ୍ରବର ଭୋଇଙ୍କ…
Read More...

କୂଅ ଭିତରୁ ୨ ଯମଜ ଶିଶୁ ଉଦ୍ଧାର ଘଟଣା

ଅନୁଗୁଳ : ନିଜ ଯମଜ ଶିଶୁଙ୍କୁ କୂଅରେ ପକାଇଲା ମାଆ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ବସଲାମୁଣ୍ଡା ଢ଼ିପ ସାହିରେ । ଶିଶୁଙ୍କୁ ନିଜେ କୂଅରେ ପକାଇଥିବା ମାନିଛନ୍ତି ମାଆ । ତେବେ ଶିଶୁଙ୍କ ମାଆଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ତେବେ କାହିଁକି କୂଅରେ ଶିଶୁଙ୍କୁ…
Read More...

ଅନୁଗୋଳ କାଙ୍ଗୁଲା ବେନ୍ତପୁରଠାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗରିବ ଲୋକମାନେ ଆତ୍ମନିର୍ଭର ହେଲେ ହିଁ ବିକଶିତ ଭାରତ ସମ୍ଭବ : ଧର୍ମେନ୍ଦ୍ର ପ୍ରଧାନମୋଦି ସରକାରରେ ହୋଇଥିବା କଲ୍ୟାଣକାରୀ ଯୋଜନାର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ସବୁ ବର୍ଗର ଉନ୍ନତିବିକଶିତ ଭାରତ ସଂକଳ୍ପ ଯାତ୍ରା, ନରେନ୍ଦ୍ର ମୋଦିଙ୍କୁ ଦେଶର ତୃତୀୟ ଥର…
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ୧ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଧୀନ ବଅଁରପଳ-ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥର ରଂଜା ଛକ ନିକଟରେ ଆଜି ପୂର୍ବାହ୍ଣରେ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଖବର ମିଳିଛି । ଚାଲାଣ ପୂର୍ବରୁ ଦେବଗଡ଼ ବନଖଣ୍ଡ ଅଧୀନ କାର୍ଯ୍ୟରତ କର୍ମଚାରୀଙ୍କ ସହାୟତାରେ ଏସ୍‌ଟିଏଫ୍‌ ଅତର୍କିତ ଭାବେ…
Read More...

ହାତୀ ଆକ୍ରମଣରେ ଦୁଇ ମୃତ

ଅନୁଗୁଳ : ଅନୁଗୁଳ ଉପକଣ୍ଠ ଶରଧାପୁର ଓ ଛେଳିଆପଡ଼ାଠାରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ଉତ୍ତେଜନା ଦେଖା ଦେଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହାତୀ ଦାଉରୁ ରକ୍ଷା ପାଇଁ ସ୍ଥାୟୀ ସମାଧାନ ଦାବିରେ ଦୁଇ ଗାଁର ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି…
Read More...

ବିଦ୍ୟୁତ ଆଘାତରେ ୧ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଗୋପାଳପ୍ରସାଦ ଥାନା କୁମୁଣ୍ଡା ଗ୍ରାମରେ ଶୁକ୍ରବାର ଏକ ଅବାଭନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଉକ୍ତ ଗ୍ରାମର ପଙ୍କଜ ଲୋଚନ ପ୍ରଧାନ(୪୭) । ଘଟଣା ଅନୁଯାୟୀ, ଘରର ଏକ ଇଲେକ୍ଟ୍ରିକ ବୋର୍ଡ଼ ଖରାପ ଥିବାରୁ ଆଜି…
Read More...

ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳିତ

ଅନୁଗୋଳ, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁଗୋଳ ଜିଲ୍ଲା ଆନୁକୂଲ୍ୟରେ ମହାରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ଗୋଁଣ୍ଡଭବନ ଅମ୍ବସରମୁଣ୍ଡାଠାରେ ପାଳିତ ହୋଇଯାଇଛି । ଗୋଁଣ୍ଡୱାନା ରାଜ୍ୟ ମହାରାଜା ସଂଗ୍ରାମ ଶାହା ମଣ୍ଡାବୀଙ୍କ କୂଳବଧୁ ମହାରାଣୀ ଦୁର୍ଗାବତୀ…
Read More...

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଜିନ୍ଦଲ ନଗର ପରିସରରେ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସମୟରେ ଆୟୋଜିତ ହୋଇଥିବା ଏକ ଯୋଗ କାର୍ଯ୍ୟକ୍ରମରେ କମ୍ପାନୀର ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ହୃଦୟେଶ୍ୱର ଝା ମୁଖ୍ୟ ଅତିଥି ଭାବେ…
Read More...

ଛେଣ୍ଡିପଦା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅଗ୍ନିକାଣ୍ଡ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସର୍ଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ବୁଧବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଖବର ପାଇବା ପରେ ଛେଣ୍ଡିପଦା ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି…
Read More...